www.samajalive.in
Sunday, December 7, 2025
13.1 C
Bhubaneswar

ତେଲିଆ ତ୍ବଚା ପାଇଁ କିଛି ଟିପ୍ସ

ସାଧାରଣତଃ ବର୍ଷାଦିନେ ତୈଳାକ୍ତ ତ୍ୱଚାର ବ୍ୟକ୍ତିମାନଙ୍କର ବହୁତ ସମସ୍ୟା ଦେଖା ଦେଇଥାଏ। ବ୍ରଣ ଏବଂ ଲାଲ୍ ଦାନା ଭଳି ଫଳିଯିବା ସହ ତ୍ବଚା ସଂକ୍ରମଣ ମଧ୍ୟ ହୋଇଥାଏ। ତେବେ ଏହାର ଉପଚାର ପାଇଁ କିଛି ଉପାୟ ରହିଛି। ଏହାକୁ ଆପଣାଇବା ଦ୍ବାରା ତେଲିଆ ତ୍ବଚା ସମସ୍ୟା ଚୁଟକିରେ ଦୂର ହୋଇଯିବ। ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ –

ତ୍ୱଚାର ଲୋମଛିଦ୍ରକୁ ସର୍ବଦା ତୈଳମୁକ୍ତ ରଖିବାକୁ ଚେଷ୍ଟା କରନ୍ତୁ।
ମୁହଁକୁ ସଫା କରିବା ପାଇଁ ଆଷ୍ଟ୍ରିଜେଣ୍ଟ୍ ଟୋନର ବ୍ୟବହାର କରନ୍ତୁ।
କ୍ଲିଞ୍ଜରରେ ମୁହଁକୁ ଦିନକୁ ୨ ଥର ଧୁଅନ୍ତୁ।
ଗୋଲାପ ମିଶିଥିବା ସ୍କିନ୍ ଟୋନର ମଧ୍ୟ ଲଗାଇପାରିବେ।
ମୁହଁରେ ଧଳା ଦାଗ ଥିଲେ ଫେସିଆଲ୍ ସ୍କ୍ରବ୍ ଲଗାନ୍ତୁ। କିନ୍ତୁ ମୁହଁରେ ବ୍ରଣ କିମ୍ବା ଆଲର୍ଜି ହୋଇଥିଲେ ସ୍କ୍ରବ୍ର ବ୍ୟବହାର କରନ୍ତୁ ନାହିଁ।
ଚାଉଳ ଗୁଣ୍ଡରେ ଗୋଲାପ ଜଳ ମିଶାଇ ପ୍ରତିଦିନ ଅନ୍ତତଃ ଥରେ ଲଗାନ୍ତୁ।
ଏହିଦିନେ ତେଲିଆ ତ୍ବଚା ଯୁକ୍ତ ବ୍ୟକ୍ତି ପାଦର ଉପଯୁକ୍ତ ଯତ୍ନ ନିଅନ୍ତୁ। ଯାହାଦ୍ୱାରା ଫଙ୍ଗାଲ ଇନ୍ଫେକ୍ସନ ହୁଏ ନାହିଁ। ପାଦକୁ ଭଲଭାବେ ଧୋଇ ସାରି ପୋଛନ୍ତୁ। ପାଦରେ ପାଉଡର ଲଗାନ୍ତୁ। ସବୁବେଳେ ଓପନ୍ ଫୁଟ୍ ଓ୍ବେର ପିନ୍ଧନ୍ତୁ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories