www.samajalive.in
Sunday, December 7, 2025
23.1 C
Bhubaneswar

ବିଜେପୁରରେ ମେଗା ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

ତାଲପଦର :  ସୋମବାର ବରଗଡ ଜିଲ୍ଳାର ବିଜେପୁର ରେ “”ପୁର୍ବତନ ବିଧାୟକ ସୁବଳ ସାହୁଙ୍କ ପଂଚମ ଶ୍ରାଦ୍ଧ ବାର୍ଷିକ ଓ ବିଜୁ ଜନତା ଦଲର ୨୫ ବର୍ଷ ପୁର୍ତି ଅବସରରେ ବିଜେପୁର,ବରପାଲି,ଗାଇସିଲାଟ ବ୍ଲକର ଜନସାଧାରଣ ଓ ବିଭିନ୍ନ ସଂଗଠନ ଦ୍ୱାରା ରକ୍ତଦାନ କରାଯାଇ ୧୦୫୬ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ଏଥି ରେ ଓଡିଶା ସରକାରଙ୍କର ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ରୀତା ସାହୁ, ବ୍ଲକ ଅଧ୍ୟକ୍ଷ ମୋତିରାମ ସାହୁ,ସାମ୍ବାଦିକ ପ୍ରାଣବନ୍ଧୁ ସାହୁ,ଓଡିଶା ମୋ ପରିବାର ସଦସ୍ୟ ଗୌରହରି ମିଶ୍ର ଓ ବିଜେଡିର ହଜାର ହଜାର କର୍ମକର୍ତା ଯୋଗଦାନ କରିଥିବା ବେଳେ ବର୍ଷା ହେବାରୁ ପ୍ରାୟ ୫୦୦ ଶହରୁ ଅଧିକ ରକ୍ତଦାତା ରକ୍ତଦାନରୁ ବଂଚିତ ହୋଇଥିଲେ।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories