Browsing Tag

wood seized

ବାଇକ୍ ସହ ମୂଲ୍ୟବାନ ଚୋରା କାଠ ଜବତ

କେଶଦୁର।ପାଳ: ବାଇକ୍ ସହ ମୂଲ୍ୟବାନ ଚୋରା କାଠ ଜବତ୍ ହୋଇଥିବା ଜଣାପଡ଼ିଛି । ସୂଚନାରୁ ଜଣାଯାଏ ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ତିଗିରିଆ ଗ୍ରାମ ନିକଟସ୍ଥ ରାସ୍ତା ଦେଇ ବାଇକରେ ମୂଲ୍ୟବାନ ଚୋରା କାଠ ଯାଉଥିବା ଖବର ପାଇ…
Read More...

ଶାଳପଟା ଜବତ, ୨ ଗିରଫ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକର ବ୍ରାହ୍ମଣୀଗାଁ ବନାଞ୍ଚଳ ଅଧିନସ୍ଥ ଋଷିମାଳ ସଂରକ୍ଷିତ ଜଙ୍ଗଲ ପୁଇଗୁଡ଼ା ସ୍ଥିତ ପାଟଖଣ୍ଡା ମନ୍ଦିର ଜଙ୍ଗଲ ନିକଟରେ ବନବିଭାଗ ଅତର୍କିତ ଭାବେ ଚଢାଉ କରି ୪୦ଖଣ୍ଡ ପଟା ଜବତ…
Read More...

ବନବିଭାଗ ଦ୍ୱାରା ଲକ୍ଷାଧିକ ଟଙ୍କାର କାଠ ଜବତ

ଫୁଲବାଣୀ/ବାଲିଗୁଡା: କନ୍ଧମାଳ ଜିଲା ବାଲିଗୁଡା ବନଖଣ୍ଡ ଅଧିନସ୍ଥ ଜଙ୍ଗଲରୁ ଲକ୍ଷାଧିକ ଟଙ୍କାର ଶାଳୁଆ ସାଇଜ ଚୋରାଚାଲଣ ବେଳେ ବନ ବିଭାଗ କୌଣସି ପ୍ରକାର ଖବର ପାଇ ଗାଡି ଓ କାଠ ଜବତ ହୋଇଛି। ସୂଚନାରୁ ପ୍ରକାଶ ଯେ,…
Read More...

ଭ୍ୟାନ୍‍ ସମେତ ୩୦ ହଜାର ଟଙ୍କାର ବିଭିନ୍ନ କିସମର କାଠପଟା ଜବତ

ବେତନଟୀ: ଚଳିତମାସ ଚୋରା କାଠ ମାଫିଆଙ୍କ ନିମନ୍ତେ ସର୍ବନାଶର ମାସ ଥିବାରୁ ବେତନଟୀ ବନବିଭାଗ ପ୍ରାୟ ଲକ୍ଷାଧିକ ଟଙ୍କାରୁ ଅଧିକ କାଠଗଣ୍ଡି ଓ ପଟା ଜବତ କରିବାରେ ସକ୍ଷମ ହୋଇଛି। ସେହିଭଳି ରବିବାର କାଠମାଫିଆ ଏକ ଅଶୋକ…
Read More...