ସାଢେ ୧୧ରେ ୪୧ ଟପିଲା: ବାଲେଶ୍ଵର ସବୁଠୁ ଉତ୍ତପ୍ତ
ଭୁବନେଶ୍ଵର: ଜଳୁଛି ସାରା ଓଡିଶା। ସାଢେ ୧୧ଟା ସୁଦ୍ଧା ୪୧ ଡିଗ୍ରୀ ଟପିଛି ପାରଦ। ୪୧.୪ ଡିଗ୍ରୀ ସହ ବାଲେଶ୍ଵର ସବୁଠୁ ଉତ୍ତପ୍ତ ସହର ପାଲଟିଛି। କେନ୍ଦୁଝରରେ ୪୧, ଭୁବନେଶ୍ଵରରେ ୪୦.୪ , ଝାରସୁଗୁଡାରେ ୩୯.୮, ହୀରାକୁଦ ଓ…
Read More...
Read More...