Browsing Tag

serum

ସ୍ପୁଟନିକ କୋଭିଡ ଟିକା ଉତ୍ପାଦନ ପାଇଁ ସେରମକୁ ମିଳିଲା ଅନୁମତି

ନୂଆଦିଲ୍ଲୀ: ଭାରତର ଔଷଧ ମହାନିୟନ୍ତ୍ରକ (ଡିସିଜିଆଇ) ସେରମ୍‍ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ (ଏସଆଇଆଇ)କୁ ରୁଷୀୟ କୋଭିଡ ଟିକା ସ୍ପୁଟନିକ ଭି ଉତ୍ପାଦନ ପାଇଁ ଅନୁମତି ପ୍ରଦାନ କରିଛନ୍ତି। ଏହି ଟିକା ଉତ୍ପାଦନ ସହିତ ତାହାର…
Read More...

ଭାରତରେ ସ୍ପୁଟନିକ ଟିକା ଉତ୍ପାଦନ ପାଇଁ ଆବେଦନ କଲା ସେରମ୍‍ ଇନଷ୍ଟିଚ୍ୟୁଟ

ପୁନେ: ରୁଷିଆର କୋଭିଡ-୧୯ ଟିକା ସ୍ପୁଟନିକ ଭି ଭାରତରେ ଉତ୍ପାଦନ କରିବାକୁ ସେରମ୍‍ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ (ଏସଆଇଆଇ) ଭାରତର ଔଷଧ ମହାନିୟନ୍ତ୍ରକ (ଡିସିଜିଆଇ) ନିକଟରେ ଆବେଦନ କରିଛି। ସରକାରୀ ସୂତ୍ରରୁ କୁହାଯାଇଛି…
Read More...