Browsing Tag

phulbani

ବୃଦ୍ଧା ବୟସରେ ପାଗଳ ପୁଅର ବୋଝ

ଫୁଲବାଣୀ : ବୃଦ୍ଧ ବୟସରେ ପାଳଗ ପୁଅର ବୋଝ। ଏଭଳି ଏକ ଦୃଶ୍ୟ ଦେଖାଯାଇଛି କନ୍ଧମାଳ ଜିଲା କ.ନୂଆଗାଁ ବ୍ଳକ ଅନ୍ତର୍ଗତ ବଣଗୁଡ଼ା ପଂଚାୟତ ୩ ନମ୍ବର ୱାର୍ଡ଼ର ଚଞ୍ଚଳା ସାହିରେ। ବୃଦ୍ଧା ଜଣକ ହେଲେ ଉକ୍ତ ସାହିର କସ୍ତୁରୀ…
Read More...

ହଜାର ହଜାର ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇଥିବା ଅମରନାଥ ପଲିଆଙ୍କ ପରଲୋକ

ଫୁଲବାଣୀ: ଫୁଲବାଣୀ ସ୍ଥିତ ଏକ କ୍ଲିନିକ୍‍ର ମାଲିକ ଅମର ପଲିଆଙ୍କ ଗତ ରାତିରେ ମୃତ୍ୟୁ ଘଟିଛି। ଭୁବନେଶ୍ୱର ଠାରେ ଥିବା କିମ୍‍ସ ହସପିଟାଲରେ ଚିକିତ୍ସିତ ଅବସ୍ଥାରେ ଗତ ରାତି ୧୧ଟା ବେଳେ ତାଙ୍କର ଦେହାନ୍ତ ହୋଇଛି। ଗତ…
Read More...

ଖାଲରେ ପଡ଼ି ଜଣେ ମୃତ

ଫୁଲବାଣୀ: କନ୍ଧମାଳ ଜିଲା ଖଜୁରିପଡ଼ା ଥାନା ଅନ୍ତର୍ଗତ ଡ଼ଙ୍ଗୀସାହି ଗ୍ରାମର ଏକ ପାଣି ଖାଲାରେ ପଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତିଙ୍କ ନାମ ଶୋଭାଜନ ମଲିକ(୫୦)। ତାଙ୍କ ଘର ଟିକାବାଲି ଥାନା ଅନ୍ତର୍ଗତ…
Read More...

ଜେଇଇ ପରୀକ୍ଷା ପାଇଁ ଆଡ଼ମିଟ୍‍ କାର୍ଡ଼ ହେବ ନାକା ପାସ୍‍ : ଜିଲାପାଳ

ଫୁଲବାଣୀ: ସେପ୍ଟମ୍ବର ୨ ତାରିଖରୁ ଆରମ୍ଭ ହେଉଥିବା ଜେଇଇ ପରୀକ୍ଷା ପାଇଁ ସମଗ୍ର ଜିଲାରେ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଚିନ୍ତାରେ ପଡ଼ିଛନ୍ତି। ଗୋଟିଏ ପଟେ ବସ୍‍ ଚଳାଚଳ ସଂପୂର୍ଣ୍ଣଭାବେ ବନ୍ଦ ଥିବା ବେଳେ…
Read More...

ଦୁଇ କରୋନା ଯୋଦ୍ଧାଙ୍କ ସମେତ ଜିଲାରେ ୯୫ ପଜିଟିଭ, କୋଟଗଡ଼ ମେଡ଼ିକାଲ୍‍ ୩ ଦିନ ପାଇଁ ସଟ୍‍ଡ଼ାଉନ୍‍

ଫୁଲବାଣୀ: କନ୍ଧମାଳ ଜିଲ୍ଲାରୁ ଆଜି ପୁଣି ୯୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲ୍ଲାର ସଂକ୍ରମିତଙ୍କ ସଂଖ୍ୟା ୧୯୬୫ରେ ପହଞ୍ଚିଛି। ସ୍ଥାନୀୟ ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି, ଯାହା ଜିଲା…
Read More...

ବହୁ ଚର୍ଚ୍ଚିତ ସିର୍ଲା ପଞ୍ଚାୟତ, ଲିଙ୍ଗେମାହା ଗ୍ରାମ ସମେତ ୫ ଖଣ୍ଡ ଗାଁକୁ ୪ କିମି ରାସ୍ତା ନାହିଁ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଳକ ସିର୍ଲା ପଞ୍ଚାୟତ ହେଉଛି ଏକ ଚର୍ଚ୍ଚିତ ପଞ୍ଚାୟତ। ଗତ କିଛିଦିନ ତଳେ ଉକ୍ତ ପଞ୍ଚାୟତ ଅନ୍ତର୍ଗତ ଏକ ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀ ମଧ୍ୟରେ ହୋଇଥିବା ଗୁଳିବିନିମୟ…
Read More...

ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳିତ

ଫୁଲବାଣୀ: କନ୍ଧମାଳ ଜିଲା ବାଲିଗୁଡ଼ା ସ୍ଥିତ ବନବାସୀ ସେବା ସମିତି ଆନୁକୂଲ୍ୟରେ ଆଜି ଆନ୍ତର୍ଜତିକ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି। ସ୍ଥାନୀୟ ଜରାନିବାସଠାରେ ଅନୁଷ୍ଠିତ ଉକ୍ତ କାର୍ୟ୍ୟକ୍ରମରେ ବନବାସୀ ସେବା…
Read More...

ପ୍ରେସ କ୍ଲବ ପକ୍ଷରୁ ଶୋକସଭା

ଫୁଲବାଣୀ: ଫୁଲବାଣୀ ପ୍ରେସ୍‍ କ୍ଲବ ପକ୍ଷରୁ ଆଜି ଏକ ଶୋକସଭା ଅନୁଷ୍ଠିତ ହୋଇ ଦୁର୍ଘଟଣାରେ ମୃତ ଯୁବ କ୍ୟାମେରା ମ୍ୟାନ୍‍ ରାଜୁ ନାୟକଙ୍କ ସ୍ମୃତି ଚାରଣ କରାଯାଇଥିଲା। ରାଜୁଙ୍କ ଅକାଳ ବିୟୋଗରେ କନ୍ଧମାଳ ଜିଲ୍ଲା ଜଣେ…
Read More...

ମୃତ ସାମ୍ବାଦିକଙ୍କ ପରିବାରକୁ ୧୦ ହଜାର ଟଙ୍କା ସହାୟତା ଦେଲା ପ୍ରଶାସନ

ଫୁଲବାଣୀ: ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଯୁବ କ୍ୟାମେରା ମ୍ୟାନ୍‍ ରାଜୁ ନାୟକଙ୍କ ପରିବାରକୁ ଜିଲ୍ଲା ପ୍ରଶାସନ ଆଜି ୧୦ ହଜାର ଟଙ୍କା ପ୍ରଦାନ କରିଛି। ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ ରେଡକ୍ରସ ଫଣ୍ଡରୁ…
Read More...

ଫୁଲବାଣୀରେ ମିଳୁନି ଶବଦାହ ପାଇଁ କାଠ

ଫୁଲବାଣୀ: ଶବଦାହ ପାଇଁ ଫୁଲବାଣୀ ସହରରେ କାଠ ମିଳୁନାହିଁ। ଆଜି ଗଣମାଧ୍ୟମ ପ୍ରତିନିଧି ରାଜୁ ନାୟକଙ୍କ ଦୁର୍ଘଟଣାରେ ମୃତ୍ୟୁ ପରେ ତାଙ୍କ ଶବ ସତ୍କାର ପାଇଁ ବନ ବିଭାଗର କାଠ ଡିପୋରେ କାଠ ମିଳି ନଥିଲା। ଏପରିକି ବିଭିନ୍ନ…
Read More...