Browsing Tag

odinews

ଛାତ୍ର କଂଗ୍ରେସ ନେତାଙ୍କ ଗିରଫଦାରୀକୁ ବିରୋଧ ; ରାଜ୍ୟପାଳଙ୍କ ଉଦ୍ଧେଶ୍ୟରେ ଦାବିପତ୍ର ଦେଲା ଜିଲା ଛାତ୍ର କଂଗ୍ରେସ

ବରଗଡ଼ : ଗତକାଲି ବାଲେଶ୍ଵର ଠାରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ନିରୁଦ୍ଦିଷ୍ଟ ଥିବା ଦର୍ଶାଇ ତାଙ୍କ ପୋଷ୍ଟର କାନ୍ଥ ବାଡରେ ମାରିବା ଘଟଣାରେ ପୁଲିସ ବାଲେଶ୍ୱର ଜିଲା ଛାତ୍ର କଂଗ୍ରେସ ସଭାପତି ଜ୍ଞାନେନ୍ଦ୍ର…
Read More...

ଶିଶୁକୁ ତଣ୍ଟି ଚିପି ହତ୍ୟାପରେ ମହିଳାଙ୍କ ଆତ୍ମହତ୍ୟ ଉଦ୍ୟମ !

ଭୁବନେଶ୍ବର : ଭୁବନେଶ୍ବରସ୍ଥିତ ଖଣ୍ଡଗିରି ଥାନା ଅନ୍ତର୍ଗତ କୋଲଥିଆରେ ମହିଳାଙ୍କ ଅଭାବନୀୟ କାଣ୍ଡ। ମହିଳା ଜଣଙ୍କ ପଡୋଶୀଙ୍କ ୫ ବର୍ଷର ପୁଅକୁ ତଣ୍ଟି ଚିପି ହତ୍ୟା ପରେ ନିଜେ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି।…
Read More...

କୋଭିଡ-୧୯ ସମୟରେ କେତେ ସୁରକ୍ଷିତ ରାଜ୍ୟର ପୋଷଣ ସ୍ଥିତି

ଭୁବନେଶ୍ବର : ବିଶ୍ୱ ସାରା ଚାଲିଥିବା ଏହି କୋଭିଡ-୧୯ ପରିସ୍ଥିତି ରାଜ୍ୟର ସ୍ୱାସ୍ଥ୍ର୍ୟ ସମ୍ବଦୀୟ ବିଭିନ୍ନ ସୂଚକଙ୍କ ଉପରେ ପ୍ରଭାବ ପକାଇପାରେ ବୋଲି ଆଶା କରାଯାଉଛି।ଯେଉଁ ଭଳି ଭାବେ ତାଲାବନ୍ଦ ଓ ପ୍ରବାସୀ ସମସ୍ୟା…
Read More...

ବଡ଼ମ୍ବା : ସଙ୍ଗରୋଧକେନ୍ଦ୍ର ପଛପାଖରୁ ପ୍ରବାସୀଙ୍କ ଶବ ଉଦ୍ଧାର

ବଡ଼ମ୍ବା : କଟକ ଜିଲା ବଡ଼ମ୍ବାଥାନା ଅନ୍ତର୍ଗତ କୃଷ୍ଣଚନ୍ଦ୍ରପୁର ଗ୍ରାମରେ ଜଣେ ମୃତକଙ୍କ ଶବ ସଂପୃକ୍ତ ଗ୍ରାମର ମୋତି ଦେବୀ ନୋଡାଲ ହାଇସ୍କୁଲରେ କରାଯାଇଥିବା ସଙ୍ଗରୋଧ(ଟିଏମସି) କେନ୍ଦ୍ର ପଛପାଖେ ସୋମବାର ସକାଳେ ଠାବ…
Read More...

କରୋନା ଡ୍ୟୁଟି ପରେ ରାଜସ୍ୱ ସହାୟକଙ୍କ ମୃତ୍ୟୁ

ସୋନପୁର: କରୋନା ଡ୍ୟୁଟି ସାରି ଘରକୁ ଫେରିବା ପରେ ସୋନପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ୱ ସହାୟକ ଭାବଗ୍ରାହୀ ସାହୁ (୪୩)ଙ୍କ ମୃତ୍ୟୁ ହୋଇଯାଇଥିବା ଜଣାପଡିଛି। ସୂଚନା ଅନୁସାରେ, ଗତ ୨୬ ତାରିଖ…
Read More...

ସମସ୍ତ ପ୍ରବାସୀ ଫେରନ୍ତାକୁ ପଞ୍ଚାୟତ କ୍ୱାରେଣ୍ଟାଇନରେ ରଖିବାକୁ ଦାବି

ଖପ୍ରାଖୋଲ: ଦାଦନ ପ୍ରବଣ ବଲାଙ୍ଗୀର ଜିଲାର ଖପ୍ରାଖୋଲ ବ୍ଲକ ଅଞ୍ଚଳକୁ ଏବେ ପ୍ରବାସୀଙ୍କ ଫେରନ୍ତା ସୁଅ ଲାଗି ରହିଛି। ବ୍ଲକରୁ ପ୍ରାୟ ୧୪ ହଜାରରୁ ଉର୍ଦ୍ଧ୍ବ ପ୍ରବାସୀ ଶ୍ରମିକ ଫେରିବା ଆଶା କରାଯାଉଥିବାବେଳେ ପ୍ରାୟ ୯…
Read More...

ନିଆରା ଢଙ୍ଗରେ ଜନ୍ମଦିନ ପାଳିଲେ ଯୁବକ ; ରକ୍ତଦାନ ଶିବିର ଆୟୋଜନ କରି ସାଜିଲେ ଉଦାହରଣ

ଭୁବନେଶ୍ବର : ଲକ ଡାଉନ ସମୟରେ ରକ୍ତ ଭଣ୍ଡାରରେ ରକ୍ତ ଅଭାବ ଦେଖାଦେଇଥିବା ବେଳେ ନିଆରେ ଢଙ୍ଗରେ ଜଣେ ଯୁବକ ନିଜ ଜନ୍ମଦିନ ପାଳନ କରିଛନ୍ତି। ଭୁବନେଶ୍ବର ପଟିଆସ୍ଥିତ ଇଞ୍ଜଣା ଗ୍ରାମର ଦେବାଶିଷ ପତି ତାଙ୍କ ଜନ୍ମ ଦିନରେ…
Read More...