Browsing Tag

odia news

କମ୍ୟୁନିଷ୍ଟ ନେତା ପ୍ରହ୍ଲାଦ ସେଠୀଙ୍କ ପରଲୋକ

କଟକ : ବର୍ଷୀୟାନ କମ୍ୟୁନିଷ୍ଟ ନେତା ପ୍ରହ୍ଲାଦ ସେଠୀ (୯୨)ଙ୍କ ବିଡ଼ାନାସୀସ୍ଥିତ ବାସଭବନରେ ପରଲୋକ ଘଟିଛି। ମୃତ୍ୟୁ ଖବର ପାଇ ସିପିଆଇ ରାଜ୍ୟ କମିଟି ସମ୍ପାଦକ ମଣ୍ଡଳୀ ସଭ୍ୟ ପ୍ରଶାନ୍ତ ମିଶ୍ର, ନଗର ସମ୍ପାଦକ ବିନୋଦ…
Read More...

ବାଲିଯାତ୍ରାକୁ ମିଳୁନି ସହାୟତା କି ମାନ୍ୟତା : ୧ରେ ବୈଠକ, ରାଜ୍ୟବାସୀ ଆଶାବାଦୀ

କଟକ : ମୁଣ୍ଡ ଉପରେ ବାଲିଯାତ୍ରା। ପୂର୍ବବର୍ଷ ବାଲିଯାତ୍ରା ଅପେକ୍ଷା ଚଳିତବର୍ଷ ବାଲିଯାତ୍ରାକୁ ନେଇ କେବଳ କଟକିଆ କାହିଁକି ରାଜ୍ୟବାସୀଙ୍କ ମଧ୍ୟରେ ଅନେକ ଉତ୍ସାହ ଓ ଉଦ୍ଦୀପନା। ଖୁବଶୀଘ୍ର ବାଲିଯାତ୍ରାକୁ ସରକାରୀ…
Read More...

ଶ୍ରୀଲଙ୍କା ବ୍ୟାଟିଂ ପୁଣି ବିଫଳ; ଅଷ୍ଟ୍ରେଲିଆ ସିରିଜ୍ ଜିତିଲା

ବ୍ରିସ୍‌ବେନ୍ : ଭ୍ରମଣକାରୀ ଶ୍ରୀଲଙ୍କା ବିପକ୍ଷରେ ଘରୋଇ ଅଷ୍ଟ୍ରେଲିଆ ଟ୍ବେଣ୍ଟି୨୦ ସିରିଜ୍‌​‌େ​‌ର ତା’ର ପ୍ରାଧାନ୍ୟ ଅବ୍ୟାହତ ରଖିଛି। ଫଳରେ କ୍ରମାଗତ ୨ୟ ମ୍ୟାଚ୍ ଜିତି କଙ୍ଗାରୁଦଳ ଟ୍ବେଣ୍ଟି୨୦ ସିରିଜ୍ ଜିତିନେଇଛି।…
Read More...

ସାକିବ୍‌ଙ୍କ ବାସନ୍ଦ ବିରୋଧରେ ଦୃଢ଼ ପ୍ରତିବାଦ

ଢାକା : ବାଂଲାଦେଶ କ୍ରିକେଟ ଇତିହାସରେ ସଫଳତମ ଅଧିନାୟକ ତଥା ବିଶ୍ବର ୧ନଂ ଦିନିକିଆ ଅଲ୍‌ରାଉଣ୍ଡର ସାକିବ୍ ଅଲ୍‌ ହାସନ୍‌ଙ୍କୁ ମଙ୍ଗଳବାର ଆନ୍ତର୍ଜାତିକ କ୍ରିକେଟ ପରିଷଦ (ଆଇସିସି) ବାସନ୍ଦ କରିଛି। ୩ଟି ମ୍ୟାଚ୍‌ରେ…
Read More...

ଆତଙ୍କବାଦ ବିରୋଧରେ ଭାରତର ଲଢେଇକୁ ଇୟୁ ପ୍ରତିନିଧି ଦଳର ସମର୍ଥନ

ନୂଆଦିଲ୍ଲୀ : ଜାମ୍ମୁ-କାଶ୍ମୀରରୁ ଆତଙ୍କବାଦର ମୂଳୋତ୍ପାଟନ ଓ ଶାନ୍ତି ପ୍ରତିଷ୍ଠା ଦିଗରେ ଭାରତ ସରକାରଙ୍କ ପଦକ୍ଷେପକୁ ୟୁରୋପୀୟ ୟୁନିୟନ ସଂସଦୀୟ ପ୍ରତିନିଧି ଦଳ ସମର୍ଥନ କରିଛନ୍ତି। ପ୍ରତିନିଧି ଦଳ କହିଛନ୍ତି ଯେ…
Read More...

ପେହଲୁ ଖାଁ ଉପରୁ ଗୋ ଚାଲାଣ ଅଭିଯୋଗ ରଦ୍ଦ

ଜୟପୁର : ଗୋଷ୍ଠୀବଦ୍ଧ ହିଂସାର ଶିକାର ହୋଇଥିବା ପେହଲୁ ଖାଁଙ୍କ ବିରୋଧରେ ରୁଜୁ ବେଆଇନ ଗୋ ଚାଲାଣ ମାମଲାକୁ ରାଜସ୍ଥାନ ହାଇକୋର୍ଟ ବୁଧବାର ରଦ୍ଦ କରିଦେଇଛନ୍ତି। ପେହଲୁଙ୍କ ସହିତ ତାଙ୍କର ଦୁଇ ପୁଅ ଓ ଟ୍ରକ ଚାଳକଙ୍କ…
Read More...

କଂଗ୍ରେସର ଦେଶବ୍ୟାପୀ ଧର୍ମଘଟ ଡାକରା : ବିଦେଶ ଗସ୍ତରେ ରାହୁଲ

ନୂଆଦିଲ୍ଲୀ : କଂଗ୍ରେସ ସଭାପତି ପଦରୁ ଇସ୍ତଫା ପରଠାରୁ ‌ରାହୁଲ ଗାନ୍ଧୀ ପ୍ରାୟତଃ ନିରବତା ଅବଲମ୍ବନ କରୁଛନ୍ତି। ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ନିର୍ବାଚନ କିମ୍ବା କୌଣସି ଉପ-ନିର୍ବାଚନରେ ପ୍ରଚାର ପାଇଁ ମଧ୍ୟ ସେ…
Read More...

ଶିଳ୍ପା ସେଟ୍ଟିଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କୁ ଇଡି ଜେରା

ମୁମ୍ବଇ : ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟିଙ୍କ ସ୍ବାମୀ ତଥା ବିଶିଷ୍ଟ ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ବୁଧବାର ଜେରା କରିଛି। ଦାଉଦ ଇବ୍ରାହିମ୍‌ର ସହଯୋଗୀ ଇକବାଲ ମିର୍ଚ୍ଚ ସହିତ…
Read More...

ରଣବୀରଙ୍କ ନୂଆ ଚେହେରା

ମୁମ୍ବଇ : ଅଭିନେତା ରଣବୀର ସିଂଙ୍କ ଆଗାମୀ ଚଳଚ୍ଚିତ୍ର ‘ତଖ୍‌ତ’ର କାମ ଅଧାଅଧି ଶେଷ ହୋଇଥିବାବେଳେ ଅନ୍ୟ ଏକ ଚଳଚ୍ଚିତ୍ର ‘ଜୟେଶ ଭାଇ ଜୋର୍‌ଦାର୍‌’ର କାମ ଆରମ୍ଭ ହେବାକୁ ଯାଉଛି। ଏଥିରେ ସେ ଜଣେ ଗୁଜୁରାଟୀ ଯୁବକ…
Read More...

୨୦୫୦ ବେଳକୁ ସମୁଦ୍ରରେ ଲୀନ ହେବ ମୁମ୍ବଇ ସହର

ୱାଶିଂଟନ : ସମୁଦ୍ରର ଜଳପତ୍ତନ ବୃଦ୍ଧି କାରଣରୁ ୨୦୫୦ ବେଳକୁ ମୁମ୍ବଇ ସମେତ ବିଶ୍ବର ବଡବଡ ଉପକୂଳ ସହର ସମୁଦ୍ର ଗର୍ଭରେ ଲୀନ ହୋଇଯିବ। ମଙ୍ଗଳବାର ପ୍ରକାଶିତ ଏକ ଗବେଷଣାତ୍ମକ ସନ୍ଦର୍ଭରେ ଏପରି ପୂର୍ବାନୁମାନ କରାଯାଇଛି।…
Read More...