ବିଶ୍ବାସଘାତକତା ଆଇଏଏସ୍ ହେବାକୁ ବାଟ ଦେଖାଇଲା
ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶର ନୀରିଶ ରାଜପୁତ। ଏକ ଗରିବ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ବାପା ଦରଜୀ(ଟେଲର) କାମ କରି ସଂସାର ଚଳାନ୍ତି। ତା’ ସହିତ ଦୁଇ ଭାଇଙ୍କର ପାଠପଢ଼ା ବାବଦ ଖର୍ଚ୍ଚ ବି ବହନ କରୁଥିଲେ।…
Read More...
Read More...