Browsing Tag

New Delhi

ସାମ୍ନାକୁ ଆସିଲା ଦେଶର ପ୍ରଥମ ବାର୍ଡ଼ ଫ୍ଲୁ ଜନିତ ମୃତ୍ୟୁ ମାମଲା

ନୂଆଦିଲ୍ଲୀ: ହରିୟାଣାର ଜଣେ ୧୧ ବର୍ଷୀୟ ବାଳକ H5N1 ଭୂତାଣୁ ବା ବାର୍ଡ଼ ଫ୍ଲୁରେ ସଂକ୍ରମିତ ହୋଇ ମଙ୍ଗଳବାର ପ୍ରାଣ ହରାଇଛନ୍ତି। ଭାରତରେ ମଣିଷଙ୍କ ମଧ୍ୟରେ H5N1 ଭୂତାଣୁ ଚିହ୍ନଟ ହେବାର ଏହା ହେଉଛି ପ୍ରଥମ ମାମଲା ଏବଂ…
Read More...

କୃଷକମାନଙ୍କୁ ଠିକ୍ ସମୟରେ ମାତୃଭାଷାରେ ଉପଯୁକ୍ତ ସୂଚନା ଦେବ ‘କିଷାନ ସାରଥୀ’

ନୂଆଦିଲ୍ଲୀ: ଏଣିକି ଡିଜିଟାଲ ପ୍ଲାଟଫର୍ମରେ କୃଷକମାନେ କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ରରେ ସେମାନଙ୍କ ସମସ୍ୟା ନେଇ ବୈଜ୍ଞାନିକମାନଙ୍କ ସହିତ ସିଧାସଳଖ କଥାବାର୍ତ୍ତା କରିପାରିବେ ବୋଲି କେନ୍ଦ୍ର ସୂଚନା ପ୍ରଯୁକ୍ତିବିଦ୍ୟା…
Read More...

ଏଣିକି ଶବ୍ଦ ପ୍ରଦୂଷଣ କଲେ ଗଣିବେ ୧ ଲକ୍ଷ ତଣ୍ଡ

ନୂଆଦିଲ୍ଲୀ: ଶବ୍ଦ ପ୍ରଦୂଷଣ କଲେ ଏଣିକି ୧ ଲକ୍ଷ ଟଙ୍କା ତଣ୍ଡ ଗଣିବେ। ଦିଲ୍ଲୀ ପ୍ରଦୂଷଣ ନିୟନ୍ତ୍ରଣ କମିଟି(ଡିପିସିସି) ଶବ୍ଦ ପ୍ରଦୂଷଣକାରୀଙ୍କ ପାଇଁ ଜରିମାନା ରାଶି ବୃଦ୍ଧି କରିଛି। ନୂତନ ଜରିମାନା ଅନୁଯାୟୀ,…
Read More...

ଇସ୍ତଫା ଦେଲେ ପ୍ରତାପ ଷଡ଼ଙ୍ଗୀ ଓ ହର୍ଷବର୍ଦ୍ଧନ, ଓଡ଼ିଶାରୁ ସ୍ଥାନ ପାଇବେ ୨ ସଦସ୍ୟ

ନୂଆଦିଲ୍ଲୀ: ମୋଦୀଙ୍କ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ପୂର୍ବରୁ ଜଣଙ୍କ ପରେ ଜଣେ ମନ୍ତ୍ରୀ ଇସ୍ତଫା ଦେଉଛନ୍ତି। ପୂର୍ବରୁ ମୋଦୀଙ୍କ ମନ୍ତ୍ରିମଣ୍ଡଳରୁ ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ, ଶ୍ରମ ମନ୍ତ୍ରୀ ସନ୍ତୋଷ ଗଙ୍ଗୱାର…
Read More...

ଜୁଲାଇ ୩୧ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ବିମାନ ସେବା ଉପରେ ରୋକ୍

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବିମାନ ସେବା ଉପରେ ଲାଗିଥିବା ପ୍ରତିବନ୍ଧକକୁ ଜୁଲାଇ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। କରୋନାର ଡେଲ୍ଟା ଭାରିଆଣ୍ଟ ଓ ତୃତୀୟ ଲହରର ସମ୍ଭାବନାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏଭଳି…
Read More...

ନୂଆଦିଲ୍ଲୀସ୍ଥିତ ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ ଷ୍ଟୋରରୁମ୍‍ ରେ ଅଗ୍ନିକାଣ୍ଡ; କେହି ଆହତ ହୋଇନଥିବା ସୂଚନା

ନୂଆଦିଲ୍ଲୀ: ଏଠାରେ ଥିବା ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ରେ ଅଗ୍ନିକାଣ୍ଡ ଘଟିଛି । ସୋମବାର ଭୋର ପ୍ରାୟ ୫ଟାରେ ଏମ୍ସରେ ଅଗ୍ନିକାଣ୍ଡ ଘଟିଥିଲା । କାଜୁଆଲଟି ବିଭାଗ ନିକଟରେ ଥିବା ଏକ ଷ୍ଟୋର ରୁମ୍‍ ରୁ…
Read More...

୨ୟ ଲହର ପରି ଭୟଙ୍କର ହେବ ନାହିଁ ୩ୟ ଲହର : ଆଇସିଏମଆର ବୈଜ୍ଞାନିକ

ନୂଆଦିଲ୍ଲୀ: ଦେଶରେ କୋଭିଡ଼୍-୧୯ର ୨ୟ ଲହର ପରେ ଏବେ ୩ୟ ଲହରକୁ ନେଇ ଚିନ୍ତା ବଢିବାରେ ଲାଗିଛି। ନିକଟରେ ଏକ ଗବେଷଣାରୁ ଜଣାପଡ଼ିଛି ଯେ ଯଦି କରୋନାର ୩ୟ ଲହର ଆସେ, ତେବେ ତାହା ଅଧିକ ସାଂଘାତିକ ହେବନାହିଁ। ଭାରତୀୟ ଭେଷଜ…
Read More...

ଆସାମର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଅଙ୍କକଷା ; ଦିଲ୍ଲୀରେ ସର୍ବାନନ୍ଦ ସୋନୋୱାଲ ଓ ହିମନ୍ତ ବିଶ୍ୱ ଶର୍ମା

ଗୁଆହାଟି: ନିକଟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଭାଜପା ବିଜୟୀ ହେବାପରେ ରାଜ୍ୟରେ କିଏ ମୁଖ୍ୟମନ୍ତ୍ରୀ ହେବେ ତାହାକୁ ନେଇ ଆରମ୍ଭ ହୋଇଛି ଅଙ୍କକଷା। ସେଥିପାଇଁ ସର୍ବାନନ୍ଦ ସୋନୋୱାଲ ଏବଂ ହିମନ୍ତ ବିଶ୍ୱ ଶର୍ମା ଦୁଇ…
Read More...

ଭେଣ୍ଟିଲେଟରରେ ଶୋଇ ତମାଖୁ ଦଳୁଥିଲେ ବ୍ୟକ୍ତି, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ବିତୀୟ ପର୍ୟ୍ୟାୟ ସଂକ୍ରମଣ ପ୍ରକୋପରେ ସ୍ଥିତି ଖୁବ୍ ଶୋଚନୀୟ ହୋଇପଡ଼ିଛି। ଏପରିକି ଅକ୍ସଜେନ୍ ଅଭାବରୁ ଲୋକମାନଙ୍କ ମୃତ୍ୟୁ ହେଉଛି, ହସ୍ପିଟାଲରେ ରୋଗୀଙ୍କୁ ବେଡ଼୍ ମିଳୁନି। ଇତି ମଧ୍ୟରେ…
Read More...

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଏନ୍.ଭି. ରମଣ

https://youtu.be/SXbyEorMjjQ ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଭାବେ ଶନିବାର ଶପଥ ଗ୍ରହଣ କରିଛନ୍ତି ଜଷ୍ଟିସ ଏନ୍. ଭି. ରମଣ। ଦେଶର ୪୮ତମ ପ୍ରଧାନ ବିଚାରପତି ଭାବେ ଜଷ୍ଟିସ ରମଣଙ୍କୁ ପୂର୍ବାହ୍ନ…
Read More...