Browsing Tag

murder

ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ନୂଆପଡା : ପୁଣି ପିତୃହନ୍ତା ସାଜିଲା ପୁଅ । ନୂଆପଡା ଖରିଆର ଥାନା ଅନ୍ତର୍ଗତ ଝରାବାହାଲପଡା ଅଞ୍ଚଳରେ ଏଭଳି ଏକ ଦୁର୍ଭାଗ୍ୟଜନକ ଘଟଣା ଘଟିଯାଇଛି । ଘରୋଇ କଳହରୁ ଜଣେ ପୁଅ ନିଜ ନିଜର ଜନ୍ମଦାତା ପିତାଙ୍କୁ ଟାଙ୍ଗିଆରେ…
Read More...

ଯୁବକଙ୍କୁ ହତ୍ୟା କରି ମୁଣ୍ଡ ନେଇ ପଳାଇଲେ ଦୁର୍ବୃତ୍ତ

ସମ୍ବଲପୁର : ସମ୍ବଲପୁରର ଭାଲୁପାଲି ଅଞ୍ଚଳରେ ଦୁର୍ବୃତ୍ତମାନେ ଜଣେ ଯୁବକଙ୍କ ମୁଣ୍ଡ କାଟି ହତ୍ୟା କରିଛନ୍ତି। ଯୁବକ ଜଣକ ଘର ସୋମବାର ରାତିରେ ଘର ବାହାରେ ଶୋଇଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କୁ ହତ୍ୟା କରିଛନ୍ତି।…
Read More...

ସ୍ତ୍ରୀକୁ ହତ୍ୟା କରି ସ୍ୱାମୀର ଆତ୍ମ ସମର୍ପଣ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲା ପାଟକୁରା ଅଞ୍ଚଳରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀକୁ ହତ୍ୟା କରି ସ୍ୱାମୀ ଥାନାରେ ଆତ୍ମ ସମର୍ପଣ କରିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ପାଟକୁରା ଅଞ୍ଚଳର ଜଣେ ବ୍ୟକ୍ତି ଓ…
Read More...

ନବବଧୂଙ୍କ ମୃତଦେହ ଉଦ୍ଧାର ; ଯୌତୁକ ପାଇଁ ହତ୍ୟା ସନ୍ଦେହ

ଗଞ୍ଜାମ : ଶେରଗଡ଼ ଥାନା ଅନ୍ତର୍ଗତ ଗୋପାଳପୁର ଗ୍ରାମରେ ଏକ ବନ୍ଦ କଠୋରୀ ମଧ୍ୟରୁ ଜଣେ ନବବଧୂଙ୍କ ମୃତଦେହ ଉଦ୍ଧାର କରାଯାଇଛି । ରକ୍ତ ଜୁଡୁବୁଡ ଅବସ୍ଥାରେ ମୃତଦେହ ଚଟାଣରେ ପଡି ରହିଥିବା ବେଳେ ନିକଟରେ ଏକ ହାତୁଡି…
Read More...

ରାଜଧାନୀର ବିଚ୍ ରାସ୍ତାରେ ଗୋଡାଇ ଗୋଡାଇ ସାନ ଭାଇକୁ ହାଣିଲା ବଡ ଭାଇ

ଭୁବନେଶ୍ୱର : ବାଲିଅନ୍ତା ଥାନା ଅନ୍ତର୍ଗତ ସୁରେଖା ଆପାର୍ଟମେଣ୍ଟ୍‌ ନିକଟରେ ବିଚ୍‌ ରାସ୍ତାରେ ଜଣେ ଯୁବକଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି। ମୃତକ ଜଣଙ୍କ ଲକ୍ଷ୍ମୀସାଗର ଶବରସାହିର ପ୍ରିତମ ରାଉତରାୟ ବୋଲି ଜଣାପଡିଛି…
Read More...

ବଡ ଭାଇକୁ କଟୁରୀରେ ହାଣି ହତ୍ୟା କଲା ସାନ ଭାଇ

ନୟାଗଡ : ନୟାଗଡ ଜିଲା ଶରଣକୁଳ ଥାନା ଚଢେୟାପଲ୍ଲୀ ଗ୍ରାମରେ ବଡ ଭାଇକୁ କଟୁରୀରେ ହାଣି ସାନ ଭାଇ ହତ୍ୟା କରିଛି। ବଡ ଭାଇ ଛାତରେ ଶୋଇଥିବା ବେଳେ ସାନ ଭାଇ ତାଙ୍କୁ କଟୁରୀରେ ଆକ୍ରମଣ କରିଥିଲା। ଫଳରେ ଘଟଣାସ୍ଥଳରେ ବଡ…
Read More...

ଯୁବକଙ୍କ ମୃତଦେହ ଉଦ୍ଧାର; ହତ୍ୟା ସନ୍ଦେହ

ଭୁବନେଶ୍ୱର : ଭୁବନେଶ୍ୱରର ନୟାପଲ୍ଲୀ ଥାନା ଅନ୍ତର୍ଗତ ହର୍ଟିକଲଚର କାର୍ଯ୍ୟାଳୟ ନିକଟରୁ ରବିବାର କାର୍ଟୁନ ଭିତରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଯୁବକଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ସହ…
Read More...

ସ୍ତ୍ରୀକୁ କଟୁରୀରେ ହାଣି ହତ୍ୟା କଲା ସ୍ବାମୀ

ବାଲେଶ୍ବର : ବାଲେଶ୍ବର ଜିଲା କମର୍ଦ୍ଦା ଅଞ୍ଚଳରେ ସ୍ବାମୀର କଟୁରୀ ଚୋଟରେ ସ୍ତ୍ରୀ ମୃତ୍ୟୁ ହୋଇଯାଇଛି। ଗୁରୁବାର ବିଳମ୍ବିତରେ ସ୍ତ୍ରୀକୁ ଘର ବାହାରେ ଗୋଡାଇ ଗୋଡାଇ ସ୍ବାମୀ ହତ୍ୟା କରିଛି। ତେବେ ହତ୍ୟାର କାରଣ ଅସ୍ପଷ୍ଟ…
Read More...

ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ବାମୀ

ପାଟକୁରା : କେନ୍ଦ୍ରାପଡା ଜିଲା ମହାକାଳପଡା ଥାନା ଗୋପାଳପୁର ଗ୍ରାମରେ ଏକ ଦୁଃଖଦନୀୟ ଘଟଣା ଘଟିଯାଇଛି। ସ୍ବାମୀର କାଠ ଫାଳିଆ ମାଡରେ ସ୍ତ୍ରୀର ମୃତ୍ୟୁ ହୋଇଛି। ପାରିବାରିକ କଳହରୁ ଏହି ହତ୍ୟାକାଣ୍ଡ ହୋଇଥିବା ଅଭିଯୋଗ…
Read More...

ଘରୁ ଡ଼ାକି ନେଇ ଯୁବକଙ୍କୁ ହତ୍ୟା ଅଭିଯୋଗ

ବ୍ରହ୍ମପୁର : ବ୍ରହ୍ମପୁର ଧଉଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ଯୁବକଙ୍କୁ ଘରୁ ଡ଼ାକି ନେଇ କିଛି ଦୁର୍ବୃତ୍ତ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତମାନେ ସେହି ଗାଁର ବୋଲି ଜଣାପଡ଼ିଛି । ଏହି ଘଟଣାରେ ପୁଲିସ…
Read More...