ଟୋକିଓ ଅଲିମ୍ପିକ୍ସରେ ଭାରତକୁ ମିଳିଲା ପ୍ରଥମ ପଦକ, ରୌପ୍ୟ ଜିତିଲେ ମୀରାବାଈ ଚାନୁ
ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ଭାରତର ପଦକ ଅଭିଯାନ ଆରମ୍ଭ ହୋଇଛି। ଭାରତ ପାଇଁ ରୌପ୍ୟ ପଦକ ଜିତିଛନ୍ତି ମୀରା ବାଈ ଚାନୁ। ୪୯ କେଜି ଭାରୋତ୍ତୋଳନ ବର୍ଗରେ ତାଙ୍କୁ ମିଳିଛି ରୌପ୍ୟ ପଦକ। ଦୀର୍ଘ ୨୧ ବର୍ଷ ପରେ…
Read More...
Read More...