Browsing Tag

manoj ahuja

ଭୁବନେଶ୍ଵରରେ ମନୋଜ ଆହୁଜା: ଆଜି ସରୁଛି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ

ଭୁବନେଶ୍ଵର: ଆଜି ସରିବ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ। ଆଜିଠୁ ଦାୟିତ୍ଵ ଗ୍ରହଣ କରିବେ ନୂଆ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା। ଏଥିଲାଗି ସେ ସକାଳୁ ଦିଲ୍ଲୀରୁ ବିମାନ ଯୋଗେ ଆସି ଭୁବନେଶ୍ଵରରେ…
Read More...

ମନୋଜ ଆହୁଜା ହେବେ ମୁଖ୍ୟ ଶାସନ ସଚିବ !

ଭୁବନେଶ୍ବର : କେନ୍ଦ୍ର କ୍ୟାବିନେଟ ଓଡ଼ିଶା କ୍ୟାଡରର ୧୯୯୦ ବ୍ୟାଚ୍‌ ଆଇଏଏସ ଅଫିସର ମନୋଜ ଆହୁଜାଙ୍କୁ ଓଡ଼ିଶା ଫେରିବା ନିମନ୍ତେ ଅନୁମତି ଦେଇଛି। ଏଥିନେଇ ମଙ୍ଗଳବାର କ୍ୟାବିନେଟ ମନୋଜଙ୍କ ଫେରିବା ଉପରେ ମୋହର ଲଗାଇଛି।…
Read More...