ଅଟୋ ଚଲାଇ ନିଜେ ପାଠପଢିବା ସହ ବାପା-ମାଆଙ୍କ ମୁହଁରେ ଦାନା ଦେଉଛନ୍ତି କୁଇନ୍
ଚାନ୍ଦିପୁଟ: ପରିବାର ଚଳାଉଛି ପାଠୋଇ ଝିଅ। ପରିବାର ଭରଣପୋଷଣ ଓ ନିଜେ ପାଠପଢି ମଣିଷ ହେବା ପାଇଁ ଅଟୋ ଚଲାଉଛନ୍ତି କୁଇନ୍। ବୃଦ୍ଧ ବାପା ମାଆଙ୍କ ପାଇଁ ନିଜର ଖୁସିକୁ ଜଳାଞ୍ଜଳି ଦେଇଥିବା ଝିଅ ବି ପୁଅଠାରୁ କୌଣସି…
Read More...
Read More...