ଲଗାଣ ବର୍ଷା ; କାନ୍ଥ ପଡି ୨ ମୃତ Samaja Digital (SM) Sep 13, 2021 କେନ୍ଦ୍ରାପଡା : କେନ୍ଦ୍ରାପଡାରେ ଏକ ଅଘଟଣ ଘଟିଥିବା ନେଇ ଆଜି ଖବର ମିଳିଛି। ଗତକାଲି ଠାରୁ ରାଜ୍ୟର ବିଭିନ୍ନ ଜିଲାରେ ଲାଗି ରହିଛି ଲଗାଣ ବର୍ଷା। ଲଗାଣ ବର୍ଷା ଯୋଗୁଁ କାନ୍ଥ ପଡି ୨ ଜଣଙ୍କର ମୃତ୍ୟୁ ଘଟିଛି। ଗରଦପୁର… Read More...