Browsing Tag

kandhamal

ବାଇକ୍‍ ଦୁର୍ଘଟଣାରେ ଜଣେ ମୃତ

ଚକାପାଦ: କନ୍ଧମାଳ ଜିଲା ଚକାପାଦ ବ୍ଳକ ଓ ଟିକାବାଲି ଥାନା ଅନ୍ତର୍ଗତ ବେହେରାଗାଁ ରାସ୍ତାରେ ଆଜି ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏହି ଦୁର୍ଘଟଣାରେ ଜଣେ ୬୦ ବର୍ଷର ବୃଦ୍ଧା ରିନ୍ଧ ଦିଗାଲଙ୍କର ମୃତ୍ୟୁ ଘଟିଛି।…
Read More...

କାର ଓ ଗଞ୍ଜେଇ ସହିତ ୪ ଗିରଫ

ଫୁଲବାଣୀ/ଖଜୁରିପଡା: କନ୍ଧମାଳ ଜିଲ୍ଲା ଖଜୁରିପଡା ଥାନା ପୁଲିସ ଆଜି ଏକ ମାରୁତୀ କାର ଭିତରୁ ୧୨ କିଲୋ ଗଞ୍ଜେଇ ଜବତ କରିବା ସହିତ ଏହି ସଂକ୍ରାନ୍ତରେ ୪ ଜଣଙ୍କୁ ଗିରଫ କରିଛି। ସୂଚନା ଅନୁସାରେ, ଆଜି ଭୋର ପ୍ରାୟ ୫ଟା…
Read More...

କନ୍ଧମାଳ: ୩ଟି ବ୍ଲକରେ ୩ ଜଣ ନୂଆ ସଂକ୍ରମିତ ଚିହ୍ନଟ

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ୧୨ଟି ବ୍ଳକରୁ ୯ଟି ବ୍ଲକରେ ଆଜି ନୂଆ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ଶୁନ୍‍ ରହିଥିବା ବେଳେ ଜିଲ୍ଲାର ଆଉ ୩ଟି ବ୍ଲକରେ ୩ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲ୍ଲାରେ…
Read More...

ନମରବାଲି ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା: ଭାଇ-ଭଉଣୀ ମୃତ, ଅନ୍ୟଜଣେ ସାନଭାଇ ଗୁରୁତର

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଥାନା ଅନ୍ତର୍ଗତ ଲୁଇସିଂ ପଂଚାୟତର ନମରବାଲି ଗୋଛାପଡ଼ା-ଫୁଲବାଣୀ ମୁଖ୍ୟ ରାସ୍ତାରେ ଆଜି ଅପରାହ୍ନରେ ହୋଇଛି ଏକ ବାଇକ୍‍ ଦୁର୍ଘଟଣା। ଏହି ଦୁର୍ଘଟଣାରେ ସୁଇସିଂ ପଂଚାୟତର ଲାଠିକୁପା…
Read More...

କ.ନୂଆଗାଁ ଥାନା ପକ୍ଷରୁ ଅପରେସନ କ୍ଳିନ୍‍

ଫୁଲବାଣୀ/କ.ନୂଆଗାଁ: କନ୍ଧମାଳ ଜିଲାରେ ଆରମ୍ଭ ହୋଇଛି ଗଂଜେଇ ପାଇଁ ଅପରେସନ କ୍ଳିନ୍‍। ଏଥି ପାଇଁ ପ୍ରତ୍ୟେକ ଦିନ କୌଣସି ନା କୌଣସି ଥାନା ପକ୍ଷରୁ ଜାରି ରହିଛି ଚଢାଉ। ଏଭଳି ସ୍ଥଳେ ଗତ ୫ ଦିନ ମଧ୍ୟରେ କନ୍ଧମାଳ ଜିଲାର…
Read More...

ଗଞ୍ଜାମ ଜୋନ୍‍ ଛାତ୍ର ବିଜେଡ଼ି ସଭାପତିଙ୍କ କନ୍ଧମାଳ ଗସ୍ତ

ଫୁଲବାଣୀ: ଗଞ୍ଜାମ ଜୋନ୍‍ ଛାତ୍ର ବିଜେଡ଼ି ସଭାପତି ଜ୍ୟୋତି ରଞ୍ଜନ ସାହୁ ଦିନିକିଆ କନ୍ଧମାଳ ଗସ୍ତହରେ ଆସି ବାଲିଗୁଡ଼ାରେ ପହଞ୍ଚିବା ପରେ ବାଲିଗୁଡ଼ା ବିଜେଡ଼ି ପକ୍ଷରୁ ତାଙ୍କ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରଯାଇଛି।…
Read More...

ରାଇକିଆକୁ ଏନ୍‍ଏସି ଘୋଷଣା ଦାବି ନିମନ୍ତେ ବୈଠକ

ଫୁଲବାଣୀ: କନ୍ଧମାଳ ଜିଲାର ଦୃତ ଅଭିବୃଦ୍ଧି ସହର ମଧ୍ୟରେ ରାଇକିଆ ଅନ୍ୟତମ। ରାଇକିଆର ଜନସଂଖ୍ୟା ବୃଦ୍ଧି ଓ ବିଭିନ୍ନ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଇକିଆ ସହରକୁ ଏନ୍‍ଏସିରେ ଘୋଷଣା ଦାବି ଜୋର ଧରିଛି। ରବିବାର ରାଇକିଆ…
Read More...

ବିଜେପି ପକ୍ଷରୁ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ଫୁଲବାଣୀ: କନ୍ଧମାଳ ଜିଲା ଘୁୁ.ଉଦୟଗିରି ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ରାଇକିଆ ମଣ୍ଡଳରେ ବିଜେପି ପକ୍ଷରୁ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ମଣ୍ଡଳ ସଭାପତି ଜାମ୍ବବ ପ୍ରଧାନଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି…
Read More...

୫୬୭ ଏକର ଜମିରୁ ଗଞ୍ଜେଇ ନଷ୍ଟ କଲା ପୁଲିସ

ଫୁଲବାଣୀ: କନ୍ଧମାଳ ଜିଲ୍ଲା କ.ନୁଆଗାଁ ଥାନା ଅନ୍ତର୍ଗତ ସାଇନିପଡା ଗ୍ରାମ ପଂଚାୟତର ମାଙ୍କଡସୁଗା, ମୁଣ୍ଡାରଗାଁ ଏବଂ ଜାରଙ୍ଗା ଅଂଚଳରେ ଥିବା ସଂରକ୍ଷିତ ଜଙ୍ଗଲ ଅଂଚଳରେ ବେଆଇନ ଭାବେ ଲଗାଯାଇଥିବା ପ୍ରାୟ ୩୭୫ ଏକର…
Read More...

ହୋଲଡ଼ିଂ ଟିକଟ ବୃଦ୍ଧି ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ଫୁଲବାଣୀ: ଫୁଲବାଣୀ ପୌର ପରିଷଦର ହୋଲଡ଼ିଂ ଟିକସ ଓ ସେବାକର ବୃଦ୍ଧି କରିବା ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରତି ୱାର୍ଡ଼ରେ ନୋଟିସ୍‍ ଟଙ୍ଗା ଯାଇଥିବା ଦେଖି ଏହି ବେଆଇନ ବର୍ଦ୍ଧିତ ଟିକସ ବୃଦ୍ଧି ନକରିବା ପାଇଁ…
Read More...