ପାଦ ଫାଟୁଥିଲେ…. Samaja Digital (PM) Feb 4, 2020 ଆମ ମଧ୍ୟରୁ ଅଧିକାଂଶ ଲୋକଙ୍କର ଶୀତଦିନେ ପାଦ ଫାଟିଥାଏ। କିଛି ଲୋକଙ୍କର ତ ବର୍ଷକ ବାରମାସ ଏହି ସମସ୍ୟା ଦେଖା ଦେଇଥାଏ। ସାଧାରଣତଃ ପରିବେଶ ଶୁଷ୍କ ହେବାରୁ ଏହାର ପ୍ରଭାବ ଶରୀର ଉପରେ ପଡ଼ି ଏପରି ହୋଇଥାଏ। ହେଲେ ପାଚନ… Read More...