Browsing Tag

Corona in India

ଭାରତରେ ୧୨ ହଜାର ଟପିଲା କରୋନା ମୃତ୍ୟୁ ସଂଖ୍ୟା, ଦିନକରେ ୩୩୭ ମୃତ

ନୂଆଦିଲ୍ଲୀ: ଭାରତରେ କରୋନା ମୃତ୍ୟୁ ସଂଖ୍ୟା ୧୨ ହଜାର ଅତିକ୍ରମ କରିଛି। ଗତ ମଙ୍ଗଳବାର ଗୋଟିଏ ଦିନରେ ୨୦୦୩ ରୋଗୀଙ୍କ ମୃତ୍ୟୁ ଘଟିବା ପରେ ଚିନ୍ତା ବଢ଼ିଯାଇଥିଲା। କିନ୍ତୁ ବୁଧବାର ମୃତ୍ୟୁ ସଂଖ୍ୟା ହ୍ରାସ ପାଇଛି। ଗତ…
Read More...

ଚିନ୍ତା ବଢ଼ାଇଲା କରୋନା; ଦିନକରେ ୨୦୦୩ ମୃତ, ୧୧ ହଜାର ଟପିଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ ମହାମାରୀ କରୋନା ଭୂତାଣୁ ଦିନକୁ ଦିନ ଭୟଙ୍କର ରୂପ ଧାରଣ କରୁଛି। ଗତ ୨୪ ଘଣ୍ଟାର ତଥ୍ୟ ମୁଣ୍ଡବିନ୍ଧାର କାରଣ ପାଲଟିଛି। କାରଣ ଏହି ୨୪ ଘଣ୍ଟାରେ ଦେଶରେ ୨୦୦୩ ରୋଗୀ କରୋନାରେ ପ୍ରାଣ ହରାଇଛନ୍ତି,…
Read More...

ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀଙ୍କଠାରେ କରୋନା ଲକ୍ଷଣ, ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କଠାରେ କରୋନା ଲକ୍ଷଣ ଦେଖିବାକୁ ମିଳିଛି। ତାଙ୍କୁ ପ୍ରବଳ ଜ୍ଵର ହୋଇଥିବାବେଳେ ସେ ଶ୍ଵାସକ୍ରିୟାରେ କଷ୍ଟ ଅନୁଭବ କରିବା ପରେ…
Read More...

ଭାରତରେ କରୋନା: ପୁଣି ୩୮୦ ମୃତ, ୧୦ ହଜାର ନିଟକତର ହେଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ ମହାମାରୀ କରୋନା ଭୂତାଣୁ ଦିନକୁ ଦିନ ଭୟଙ୍କର ରୂପ ନେଉଛି। ଭୂତାଣୁ ଥମିବାର ନା ଧରୁନାହିଁ। ପ୍ରତିଦିନ ୧୦ ହଜାରରୁ ଅଧିକ ରୋଗୀ ଏଥିରେ ସଂକ୍ରମିତ ହେଉଛନ୍ତି। ମୃତ୍ୟୁ ସଂଖ୍ୟା ୧୦ ହଜାର ନିକଟତର…
Read More...

୨୯ ସିଆରପିଏଫ ଯବାନ କରୋନା ସଂକ୍ରମିତ

ନୂଆଦିଲ୍ଲୀ: କେନ୍ଦ୍ରୀୟ ରିଜର୍ଭ ପୁଲିସ ଫୋର୍ସ(ସିଆରପିଏଫ) ଯବାନମାନଙ୍କ ମଧ୍ୟରେ କରୋନା ସଂକ୍ରମଣ ବ୍ୟାପିବାରେ ଲାଗିଛି। ସିଆରପିଏଫର ପୁଣି ୨୯ ଯବାନ କରୋନା ଭୂତାଣୁ ଦ୍ବାରା ସଂକ୍ରମିତ ହୋଇଥିବା ସୋମବାର ଜଣାପଡ଼ିଛି।…
Read More...

କରୋନା ଟେଷ୍ଟିଂ ବୃଦ୍ଧି ପାଇଁ ଆଇସିଏମଆର ନିୟମ ବଦଳାଇବାକୁ କେନ୍ଦ୍ରକୁ ଚିଠି

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମିତ ବୃଦ୍ଧି ପାଉଥିବାରୁ ଏହାର ପରୀକ୍ଷା ମଧ୍ୟ ବଢ଼ାଇବା ଜରୁରୀ ହୋଇପଡ଼ିଛି। ଦିଲ୍ଲୀରେ କରୋନା ଟେଷ୍ଟିଂ କମ୍‌ ଥିବାରୁ ଏହାକୁ ନେଇ ସୁପ୍ରିମକୋର୍ଟ ପ୍ରଶ୍ନ ଉଠାଇଥିଲେ। ଏହି…
Read More...

ଏଚସିକ୍ୟୁ ଓ ଆଜିଥ୍ରୋମାଇସିନ ଔଷଧ ମିଶ୍ରଣରେ କରୋନା ଚିକିତ୍ସାର ସମୀକ୍ଷା କରୁଛି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: କରୋନା ରୋଗୀଙ୍କ ଚିକିତ୍ସା ପାଇଁ କେନ୍ଦ୍ର ସରକାର ଏକ ନୂଆ ପନ୍ଥା ଅବଲମ୍ବନ କରିବାକୁ ଯୋଜନା ରଖିଛନ୍ତି। ମାଲେରିଆ ଔଷଧ ହାଇଡ୍ରୋକ୍ସିକ୍ଲୋରୋକୁଇନ(ଏଚସିକ୍ୟୁ) ଏବଂ ଆଣ୍ଟି-ବାୟୋଟିକ ଆଜିଥ୍ରୋମାଇସିନ…
Read More...

ଚିନ୍ତା ବଢ଼ାଉଛି କରୋନା; ୧୧ ହଜାର ଟପିଲା ଦୈନିକ ଆକ୍ରାନ୍ତ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ କରୋନା ଭୂତାଣୁ ଦିନକୁ ଦିନ ଅଣାୟତ୍ତ ହେବାରେ ଲାଗିଛି। ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ପାର ହୋଇଥିବା​‌ବେଳେ ଦୈନିକ ଆକ୍ରାନ୍ତ ସଂଖ୍ୟା ୧୧ ହଜାର ଅତିକ୍ରମ କରିଛି। ଶନିବାର ସକାଳ ସୁଦ୍ଧା…
Read More...

ମହାରାଷ୍ଟ୍ରରେ ଆଉ ଜଣେ ମନ୍ତ୍ରୀ କରୋନ୍ତାରେ ଆକ୍ରାନ୍ତ

ମୁମ୍ବଇ: ଏନସିପିର ବରିଷ୍ଠ ନେତା ତଥା ମହାରାଷ୍ଟ୍ରର କ୍ୟାବିନେଟ ମନ୍ତ୍ରୀ ଧନଞ୍ଜୟ ମୁଣ୍ଡେ କରୋନା ଭୂତାଣୁ ଦ୍ବାରା ଆକ୍ରାନ୍ତ ହୋଇଛନ୍ତି। ମୁଣ୍ଡେଙ୍କୁ ମିଶାଇ ଉଦ୍ଧବ ଠାକରେ ସରକାରର ମୋଟ ୩ ଜଣ ମନ୍ତ୍ରୀ ଏହି ମହାମାରୀ…
Read More...

ଭାରତରେ ୩ ଲକ୍ଷ ନିକଟତର କରୋନା: ଦିନକରେ ୩୯୬ ମୃତ, ୧୦୯୫୬ ଆକ୍ରାନ୍ତ

ନୂଆଦିଲ୍ଲୀ: ଭାରତରେ କରୋନା ଭୂତାଣୁ ଧୀରେ ଧୀରେ ସାଂଘାତିକ ପରିସ୍ଥିତି ସୃଷ୍ଟି କରୁଛି। କିଛିଦିନ ଧରି ଦୈନିକ ୮ରୁ ୯ ହଜାର ସଂକ୍ରମିତ ଚିହ୍ନଟ ହେଉଥିଲାବେଳେ ଶୁକ୍ରବାର ଏହା ୧୦ ହଜାର ଅତିକ୍ରମ କରିଛି। ଅର୍ଥାତ ଗତ ୨୪…
Read More...