ବହି ଗୋଦାମରେ ନିଆଁ: ୩ ଗୁରୁତର SamajDigital (LS) Mar 23, 2025 ଜଗତସିଂହପୁର : ବିସ୍ଫୋରଣରେ ଜଳିଗଲା ବହି ଗୋଦାମ। ଜଗସିଂହପୁର ବାଲିକୁଦା ଥାନା ଜନତା କୋଠି ନିକଟ ବହି ଗୋଦାମରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଲକ୍ଷାଧିକ ଟଙ୍କାର ବହି ଜଳି ପୋଡି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡରେ ୩… Read More...