Browsing Tag

begunia

ଅସାମାଜିକଙ୍କ କବଜାରେ ବିଜୁ ଦକ୍ଷତା ବିକାଶ ତାଲିମ କେନ୍ଦ୍ର 

ବେଗୁନିଆ: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଆଦର୍ଶ ବିଦ୍ୟାଳୟ ନିକଟରେ ଥିବା ବିଜୁ ଦକ୍ଷତା ବିକାଶ ତାଲିମ କେନ୍ଦ୍ରଟି ବ୍ୟବହାର ଅଭାବରୁ ଏବେ ଅସାମାଜିକଙ୍କ ଆଡ଼ାସ୍ଥଳୀ ପାଲଟିଥିବାର ଦେଖିବାକୁ ମିଳୁଛି । ଗତବର୍ଷ…
Read More...

ନିଦ୍ରାରେ ଯୋଗାଣ ବିଭାଗ: ନିୟନ୍ତ୍ରଣରେ ନାହିଁ ବଜାର ଦର, ଲୁଟର ଶିକାର ଖାଉଟି 

ବେଗୁନିଆ : ଗତ ୫ ତାରିଖଠାରୁ ସରକାର ସମସ୍ତ ଜିଲ୍ଲାକୁ ଲକଡାଉନ ଘୋଷଣା କରିଛନ୍ତି। ଶନିବାର ଓ ରବିବାରକୁ ଛାଡି ଅନ୍ୟଦିନ ଗୁଡିକରେ ଲୋକମାନେ ନିକଟସ୍ଥ ଦୋକାନମାନଙ୍କରୁ ନିତ୍ୟବ୍ୟବହାର୍ୟ୍ୟ ଜିନିଷ ଯଥା ତେଜରାତି, ମାଛ,…
Read More...

ସିକୋରେ କୋଭିଡ ନିୟମର ଖୋଲା ଉଲ୍ଲଂଘନ

ବେଗୁନିଆ: କରୋନା ମହାମାରୀ ଆତଙ୍କ ସୃଷ୍ଟି କରୁଥିବା କାରଣରୁ ରାଜ୍ୟ ସରକାର ୧୪ ଦିନିଆ ଲକଡ଼ାଉନ ଘୋଷଣା କରିଛନ୍ତି । ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ କଟକଣା ଲଗାଯାଇଛି । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକର ମୁଖ୍ୟ…
Read More...

ବୋତଳମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କୋଭିଡ-୧୯ ସ୍ଥିତି ପରଖିବା ସହିତ  ଭାରପ୍ରାପ୍ତ ଅଧିକାରୀଙ୍କ ସହିତ ଆଲୋଚନା କଲେ …

ବେଗୁନିଆ: ବେଗୁନିଆ ବ୍ଲକରେ କରୋନା ସଂକ୍ରମଣ ଦ୍ରୁତଗତିରେ ବଢ଼ିବାରେ ଲାଗିଥିବାରୁ କିପରି ତାହାକୁ ପ୍ରତିହତ କରାଯାଇପାରିବ  ତାହା ତହସିଲଦାରଙ୍କ ପାଇଁ ଚିନ୍ତାର କାରଣ ହୋଇଛି l ସଂକ୍ରମଣକୁ କିପରି ଏଠାରେ ରୋକାଯାଇପାରିବ…
Read More...

ପଥର ଖଣିରେ ଚଢ଼ାଉ, ପଥର ବୋଝେଇ ଟ୍ରାକ୍ଟର ଜବତ 

ବେଗୁନିଆ : ବେଗୁନିଆ ତହସିଲ ଅଂଚଳରେ ବେଆଇନ ଭାବେ ବହୁ ମାଙ୍କଡ଼ାପଥର ଖଣି ଚାଲିଥିବାବେଳେ ସେଗୁଡିକ ବନ୍ଦ କରିବା ପାଇଁ ତହସିଲଦାର ପୃଥ୍ୱୀରାଜ ମଣ୍ଡଳ ଏଠାରେ ଯୋଗ ଦେବା ଦିନଠାରୁ ଉଦ୍ୟମ ଜାରି ରଖିଛନ୍ତି । କିନ୍ତୁ ପୋଲିସ…
Read More...

ଆକ୍ରାନ୍ତଙ୍କ ଉପରେ ପ୍ରଶାସନର ଲଗାମ ନାହିଁ 

ବେଗୁନିଆ: ଖୋର୍ଦ୍ଧା ଜିଲ୍ଲାରେ କରୋନା ସ୍ଥିତି ଜଟିଳ ହେବାକୁ ବସିଥିବା ବେଳେ ଏହି ଜିଲ୍ଲା ଅନ୍ତର୍ଗତ ବେଗୁନିଆ ବ୍ଲକରେ ଆକ୍ରାନ୍ତଙ୍କ ସଂଖ୍ୟା ଏକଶତ ପାର ହୋଇଛି। ବ୍ଲକର ବିଭିନ୍ନ ପଂଚାୟତର ୫ ଟି ସ୍ଥାନକୁ ଅଣୁ…
Read More...

ସରକାରୀ ନିର୍ଦ୍ଦେଶ ସତ୍ୱେ ଅସହାୟ ଏବଂ ପୀଡ଼ିତଙ୍କୁ ମିିଳିଲାନି ରନ୍ଧାଖାଦ୍ୟ

ବେଗୁନିଆ: ସରକାର ଆଜିଠାରୁ ଚଳିତ ମାସ ୧୯ ତାରିଖ ପର୍ୟ୍ୟନ୍ତତାଲା ବନ୍ଦ ଘୋଷଣା କରିଥିବାବେଳେ ବିଭିନ୍ନ ସ୍ଥାନରେ ଥିବା ପୀଡିତ, ପରିତ୍ୟକ୍ତ, ଉପବାସ କିମ୍ବା ଅନାହାରରେ ରହୁଥିବା ଲୋକମାନଙ୍କୁ ଚିହ୍ନଟ କରି ସେମାନଙ୍କୁ…
Read More...

ତାଲାବନ୍ଦର ଫାଇଦା ନେଉଛନ୍ତି କିଛି ଅସାଧୁ ବ୍ୟବସାୟୀ

ବେଗୁନିଆ : ସରକାର ଆଜିଠାରୁ ଆସନ୍ତା୧୯ତାରିଖ ପର୍ୟ୍ୟନ୍ତ ତାଲାବନ୍ଦ ଘୋଷଣା କରିଥିବାବେଳେ ବେଗୁନିଆରେ ନିତ୍ୟ ବ୍ୟବହାର୍ୟ୍ୟ ଜିନିଷ ପନିପରିବାଠାରୁ ଆରମ୍ଭ କରି ମାଛ ମାଂସ ଏବଂ ତେଜରାତି ଜିନିଷର ମୂଲ୍ୟ ଅହେତୁକ ଭାବେ…
Read More...

ତାଲାବନ୍ଦରେ ବିଭିନ୍ନ ସ୍ଥାନ ବୁଲି ସ୍ଥିତି ଅନୁଧ୍ୟାନ କରିବା ସହିତ ସଚେତନ କଲେ ତହସିଲଦାର 

ବେଗୁନିଆ: ସରକାର ଆଜିଠାରୁ ଆସନ୍ତା ୧୯ ତାରିଖ ପର୍ୟ୍ୟନ୍ତ ତାଲା ବନ୍ଦ ଘୋଷଣା କରିଥିବାବେଳେ ବେଗୁନିଆ ବ୍ଲକରେ ତାଲାବନ୍ଦକୁ ଲୋକମାନେ ଠିକ ଭାବରେ ମାନୁଛନ୍ତି ନାଁ ନାହିଁ ସେଥିପାଇଁ ତହସିଲଦାର ପୃଥ୍ୱୀରାଜ ମଣ୍ଡଳ…
Read More...

ମଦ ବେପାରୀଙ୍କ ବିରୁଦ୍ଧରେ ପୁଲିସ କାର୍ଯ୍ୟାନୁଷ୍ଠାନ ଶୂନ

ବେଗୁନିଆ : ବେଗୁନିଆ ବ୍ଲକ ଅନ୍ତର୍ଗତ ହଜ ପଞ୍ଚାୟତର ୩୦ରୁ ଊର୍ଦ୍ଧ୍ବ ଆଦିବାସୀ ମହିଳା ଏକତ୍ରିତ ହୋଇ ମଦ ବିରୋଧୀ ଅଭିଯାନରେ ସାମିଲ ହୋଇଛନ୍ତି। ମଦ ଯୋଗୁଁ ସେମାନଙ୍କର ହସ ଖୁସିର ସଂସାର ଉଜୁଡି ଯାଉଥିବାରୁ ସେମାନେ…
Read More...