ଶୀତରେ ଖାଆନ୍ତୁ ଅଁଳା ଚଟଣି Samaja Digital (SM) Feb 10, 2023 ଅଁଳା ସ୍ୱାସ୍ଥ୍ୟ ପାଇଁ ବେଶ୍ ଉପକାରୀ । ଏହାକୁ ବିଭିନ୍ନ ଉପାୟରେ ପ୍ରସ୍ତୁତ କରି ମଧ୍ୟ ସେବନ କରି ହେବ । ତେବେ ଶୀତଦିନେ ଏହି ଚଟଣି ଖାଇବା ଦ୍ୱାରା ବେଶ ଲାଭ ମିଳିଥାଏ । ଅଁଳା ଖାଇବା ଦ୍ବାରା ଶରୀରକୁ ଅନେକ ପ୍ରକାରର… Read More...