ଦେଶରେ ୧୧,୯୦୩ ନୂଆ କରୋନା ରୋଗୀ Samaja Digital Nov 3, 2021 ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୧,୯୦୩ ଜଣ ନୂଆ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି । ସେହିଭଳି ଦିନକ ମଧ୍ୟରେ ୧୪,୧୫୯ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଏପର୍ଯ୍ୟନ୍ତ ୩,୩୬,୯୭,୭୪୦ ଜଣ କରୋନାରୁ ସୁସ୍ଥ… Read More...