www.samajalive.in
Monday, December 8, 2025
27.1 C
Bhubaneswar

ଜନ୍ମଦିନ ଉପହାର ପଠାଇଲେ ବଲିଉଡ଼ ଷ୍ଟାର ସୁନୀଲ ସେଟ୍ଟୀ; ଫୁଲବାଣୀ ଫ୍ୟାନ୍ ରିଣ୍ଟୁନ ଖୁସ୍

ଫୁଲବାଣୀ: ବଲିଉଡ଼ ସୁପରଷ୍ଟାର ସୁନୀଲ ସେଟ୍ଟୀ ଫ୍ୟାନ କ୍ଲବର ସଦସ୍ୟ ତଥା ଫୁଲବାଣୀ ସହର କେନ୍ଦୁପଦର ନିବାସୀ ରିଣ୍ଟୁନ ନାୟକଙ୍କ ପାଖକୁ ଜନ୍ମଦିନର ଶୁଭେଚ୍ଛା ସହ ଉପହାର ପଠାଇଛନ୍ତି ଅଭିନେତା ସୁନୀଲ ସେଟ୍ଟୀ। ସେ ଲଞ୍ଚ୍ କରିଥିବା ମେଟାମ୍ୟାନ ବ୍ରାଣ୍ଡର ଅଳଙ୍କାର ଉପହାର ପଠାଇଛନ୍ତି ସୁନୀଲ।

- Advertisement -

ସୂଚନାଯୋଗ୍ୟ, କୋଭିଡ ସମୟରେ ସୁନୀଲ ସେଟ୍ଟୀଙ୍କ ଦ୍ୱାରା ଚାଲିଥିବା ସହାୟତା କାର୍ଯ୍ୟକ୍ରମରେ ସାମିଲ ହୋଇ ରିଣ୍ଟୁନ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ। ଏଥିପାଇଁ ତାଙ୍କୁ ମୁମ୍ବଇ ନିମନ୍ତ୍ରଣ କରି ସୁନୀଲ ସମ୍ବର୍ଦ୍ଧିତ କରିଥିଲେ। ଓଡ଼ିଶାରୁ ଏକମାତ୍ର ବ୍ୟକ୍ତି ଭାବେ ସେ ଏହି ସୁଯୋଗ ପାଇଥିଲେ। ସୁନୀଲ ସେଟ୍ଟୀଙ୍କ ପାଖରୁ ଏଭଳି ଜନ୍ମଦିନର ଶୁଭେଚ୍ଛା ଓ ଉପହାର ପାଇବାକୁ ଜୀବନର ଏକ ବଡ଼ ଉପଲବ୍ଧି ବୋଲି କହିଛନ୍ତି ରିଣ୍ଟୁନ। ଅନେକ ରିଣ୍ଟୁନଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories