ଭୁବନେଶ୍ବର: ପୁରୀ ଗଣଦୁଷ୍କର୍ମ ଘଟଣାକୁ ନେଇ ଛାତ୍ର କଂଗ୍ରେସ ସ୍ବର ଉଠାଇଛି। ଛାତ୍ର କଂଗ୍ରେସ କର୍ମୀମାନେ ବୁଧବାର ରାଜରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମନ୍ତ୍ରୀଙ୍କ ଘର ଉପରକୁ ଟମାଟୋ ମାଡ କରିଛନ୍ତି। ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରି ତାଙ୍କ ସରକାରୀ କ୍ବାଟର୍ସ ଉପରକୁ ଟମାଟୋ ମାଡ କରାଯାଇଥିବା ଜଣାପଡିଛି। ମନ୍ତ୍ରୀ ଇସ୍ତଫା ନଦେଲେ ଆଗାକୁ ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଅଣ୍ଡା ମାଡ ହେବ ବୋଲି ଛାତ୍ର କଂଗ୍ରେସ ପକ୍ଷରୁ ଚେତାବନୀ ଦିଆଯାଇଛି।
Popular Categories



