www.samajalive.in
Saturday, December 6, 2025
26.1 C
Bhubaneswar

ଥମିବ ଲଙ୍କାକାଣ୍ଡ ! ରାନିଲ ବିକ୍ରମାସିଂଘେ ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି

କଲୋମ୍ବୋ : ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ହେଲେ ରାନିଲ ବିକ୍ରମାସିଂଘେ। ଶ୍ରୀଲଙ୍କାରେ ଆଜି ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ କାମଚଳା ରାଷ୍ଟ୍ରପତି ଦାୟିତ୍ୱରେ ଥିବା ରାନିଲ ବିକ୍ରମାସିଂଘେ ନୂଆ ରାଷ୍ଟ୍ରପତି ଭାବେ ବିଜୟ ଲାଭ କରିଛନ୍ତି। ସର୍ବାଧିକ ୧୩୪ ଖଣ୍ଡ ଭୋଟ ପାଇ ଜିତିଛନ୍ତି। ତ୍ରିକୋଣୀୟ ମୁକାବିଲାରେ ପ୍ରତିଦ୍ୱନ୍ଦ୍ୱୀ ଦୁଲୁସ୍‍ ଆହ୍ଲାପେରୁମାଙ୍କୁ ହରାଇଲେ ବିକ୍ରମାସିଂଘେ। ବିକ୍ରମାସିଂଘେଙ୍କୁ ୧୩୪, ଆହ୍ଲାପେରୁମାଙ୍କୁ ୮୨ ଖଣ୍ଡ ଭୋଟ୍‍ ମିଳିଛି। ପ୍ରଥମେ ପ୍ରଧାନମନ୍ତ୍ରୀ ଓ ପରେ କାମଚଳା ରାଷ୍ଟ୍ରପତି ଥିଲେ ବିକ୍ରମାସିଂଘେ। ରାନିଲ ବିକ୍ରମାସିଂଘେ ନଭେମ୍ବର ୨୦୨୪ ପର୍ଯ୍ୟନ୍ତ ପୂର୍ବତନ ରାଷ୍ଟ୍ରପତି ଗୋତାବୟେ ରାଜପକ୍ଷେଙ୍କ କାର୍ୟ୍ୟକାଳର ଅବଶିଷ୍ଟ ସମୟ ପାଇଁ କାର୍ୟ୍ୟ କରିବେ।

Hot this week

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

Related Articles

Popular Categories