www.samajalive.in
Sunday, December 7, 2025
23.1 C
Bhubaneswar

ଏହି ସମୟରେ କରନ୍ତୁ ଭୋଜନ : ଆଉ ବଢିବ ନାହିଁ ପେଟ..

ଓଜନ ବୃଦ୍ଧି ଓ ପେଟ ବଢିବା ଅନେକ ଲୋକଙ୍କ ମୁଣ୍ଡ ବିନ୍ଧାର କାରଣ। ସଭିଏଁ ଇଚ୍ଛା କରିଥାଆନ୍ତି ବୃଦ୍ଧି ପାଉଥିବା ଓଜନକୁ ହ୍ରାସ କରିବା ସହ ପେଟ କମାଇବାକୁ। ଏହି କାରଣରୁ ବ୍ୟାୟାମ ସହ ଖାଦ୍ୟ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାକୁ କୁହାଯାଇଥାଏ। ସେହିପରି ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତାନୁଯାୟୀ, ସଠିକ୍‌‌ ସମୟରେ ଜଳଖିଆ, ଦିନ ସମୟର ଖାଦ୍ୟ ଓ ରାତ୍ରି ଭୋଜନ ନକରିବା ଓଜନ ବୃଦ୍ଧିର ମୁଖ୍ୟ କାରଣ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତାନୁଯାୟୀ, ଭୋଜନ କରିବା ପରେ ଶରୀର ଯେତେ ସମୟ ପର୍ଯ୍ୟନ୍ତ କାର୍ଯ୍ୟ କରୁଥିବ, ତାହା ସ୍ୱାସ୍ଥ୍ୟ ପାଇଁ ଉପକାରୀ। ମାତ୍ର ଭୋଜନ କରିବା ମାତ୍ରେ ତୁରନ୍ତ ଶୋଇବା ଦ୍ୱାରା ଫ୍ୟାଟ୍‌‌ ଗୁଡିକ ପେଟ ଓ ଅଣ୍ଟା ପାଖରେ ଜମା ହୋଇ ରହିବାକୁ ଲାଗିଥାଏ। ଏହି କାରଣରୁ ଖାଇବାର ତୁରନ୍ତ ପରେ ଶୋଇବାକୁ ବାରଣ କରାଯାଇଥାଏ।

- Advertisement -

ଶୋଇବାର ୨ ଘଣ୍ଟା ପୂର୍ବରୁ ଭୋଜନ କରିବା ଉଚିତ୍‌‌। ଖାଦ୍ୟ ଖାଇବାର ତୁରନ୍ତ ପରେ ଶୋଇବା ଦ୍ୱାରା ମୋଟାପଣ ବୃଦ୍ଧି ହୋଇଥାଏ।
ରିପୋର୍ଟ ଅନୁଯାୟୀ, ସକାଳ ଜଳଖିଆର ସବୁଠାରୁ ଉତ୍ତମ ସମୟ ସକାଳ ୭ଟା, ଦିନ ବେଳା ଭୋଜନର ସଠିକ ସମୟ ୧୨ଟା୩୦,ରାତ୍ରି ଭୋଜନ ୭ଟା। ଏହି ସମୟରେ ୧୫ ରୁ ୨୦ ମିନିଟ ଅତିକ୍ରମ କଲେ ମଧ୍ୟ ଭୋଜନ ସଠିକ୍‌‌ ସମୟ ପାଇଁ ଗ୍ରହଣୀୟ। ମାତ୍ର ଅଧିକ ବିଳମ୍ବ କରିବା ସ୍ୱାସ୍ଥ୍ୟ ପାଇଁ ଉପକାରୀ ନୁହେଁ।

 

 

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories