ଭୁବନେଶ୍ବର: ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ପୁରୀ ଜିଲାରେ ୨ ଦିନ ସ୍କୁଲ ଛୁଟି ଘୋଷଣା କରାଯାଇଛି। ୧୭ ଓ ୧୮ ତାରିଖ ଦୁଇ ଦିନ ଛୁଟି ଘୋଷଣା କରିଛନ୍ତି ଜିଲାପାଳ ସମର୍ଥ ବର୍ମା। ଉଭୟ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ପାଇଁ ଜିଲାପାଳ ନିର୍ଦେଶ ଦେଇଛନ୍ତି।
Popular Categories

Hot this week

‘The Samaja’, the synonym of newspapers in Odisha – a mass circulated and widely read Odia daily has completed ‘Hundred Five‘ years of its glorious publication. Founded in 1919 by a great visionary, nationalist and freedom fighter, Utkalamani Pandit Gopabandhu Das.. Read More
Get important news delivered directly to your inbox and stay connected!