ହରଭଙ୍ଗା :- ଅନେକ ସମୟରେ ଆମେ ସମସ୍ତେ ଦେଖୁଛୁ କି ଆଜିର ରାଜନେତା ମାନେ ସାଧାରଣ ଜନତାଙ୍କୁ ସେବା ଯୋଗାଇବା ବଳରେ ଲୁଟିବାରେ ଲାଗିଛନ୍ତି । ଅନେକ ସମୟରେ ଅନେକ ଭିଡ଼ିଓ ବି ଭାଇରଲ ହେଉଥିବାର ଦେଖିଥାଉ । କିନ୍ତୁ ଆଜିର ଦିନରେ ଏଭଳି ବି ନେତା ଅଛନ୍ତି ଯିଏ ଗରୀବ ଅସହାୟ ଙ୍କ ଦୁଃଖ ଦୁର୍ଦଶା ସମୟର ସାଥି ହେଉଛନ୍ତି। ଏଭଳି ଜଣେ ଯୁବନେତା ହେଉଛନ୍ତି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ଛତ୍ରଙ୍ଗ ଗ୍ରାମ ପଂଚାୟତ ର ଲୋକପ୍ରିୟ ଓ ଯୁବ ସରପଞ୍ଚ ସୁଶୀଳ କୁମାର ପ୍ରଧାନ । ସେ ସେବା ମନୋଭାବ ରଖି ୨୦୧୭ ପଂଚାୟତ ନିର୍ବାଚନରେ ସରପଞ୍ଚ ଭାବରେ ନିର୍ବାଚିତ ହୋଇଥିଲେ । ସେ ଛତ୍ରଙ୍ଗ ପଂଚାୟତର ସରପଞ୍ଚ ଭାବେ ଶପଥ ନେବା
Popular Categories



