ଭୁବନେଶ୍ୱର – ସହିଦ ନଗର ତାରିଣୀ ମନ୍ଦିର ନିକଟସ୍ଥ ରିଜିଓନାଲ୍ ସ୍କୁଲ୍ ସାମ୍ନାରୁ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏକ ଗଛରେ ଝୁଲନ୍ତା ଅବସ୍ଥାରେ ଏହି ମୃତ ଦେହ ଉଦ୍ଧାର କରାଯାଇଛି ।
କେଉଁ କାରଣରୁ ଯୁବକଙ୍କ ମୃତ୍ୟୁ ହେଲା ଏହା ହତ୍ୟା ନା ଆତ୍ମହତ୍ୟା ପୁଲିସ ତାହାର ତଦନ୍ତ କରୁଛି ।

Hot this week

‘The Samaja’, the synonym of newspapers in Odisha – a mass circulated and widely read Odia daily has completed ‘Hundred Five‘ years of its glorious publication. Founded in 1919 by a great visionary, nationalist and freedom fighter, Utkalamani Pandit Gopabandhu Das.. Read More
Get important news delivered directly to your inbox and stay connected!