www.samajalive.in
Saturday, December 6, 2025
26.1 C
Bhubaneswar

ସମସ୍ୟାର ସମାଧାନ କରନ୍ତୁ ଅନେକ ଜୀବନ ନଷ୍ଟ ହୋଇସାରିଛି: ଜାତିସଂଘ

ନୂଆଦିଲ୍ଲୀ: ୟୁକ୍ରେନ୍‍ ଓ ରୁଷ ମଧ୍ୟରେ ବଢ଼ିଲାଣି ସମସ୍ୟା । ସମସ୍ୟାର ସମାଧାନ ପାଇଁ ବିଶ୍ୱର ନେତାମନେ କୂଟନୀତି ଉପରେ ଗୁରୁତ୍ୱାରୋପ କରୁଛନ୍ତି। ଏହି ଘଟଣାକୁ ନେଇ ଜାତିସଂଘର ମୁଖ୍ୟ ଅଧିକାରୀ ରୁଷର ରାଷ୍ଟ୍ରପତି ପୁଟିନଙ୍କୁ ସମାଧାନ ପାଇଁ ଅପିଲ କରିଛନ୍ତି । ଏନେଇ ମଧ୍ୟ ଏକ ବୈଠକ ଡକାଯାଇଥିଲା । ସେଥିରେ ସେ କହିଥିଲେ ରୁଷ ୟୁକ୍ରେନ ଉପରେ ଆକ୍ରମଣ କରିବ ନାହିଁ । ମୋର ବିଶ୍ୱାସ ରହିଛି । ହେଲେ ରୁଷ ୟୁକ୍ରେନ ଉପରେ ବର୍ତ୍ତମାନ ଆକ୍ରମଣ କରିଛି । ତେବେ ଯଦି ଯୁଦ୍ଧ ପାଇଁ କୌଣସି ଅଭିଯାନ ପ୍ରସ୍ତୁତ ହୋଇଛି ତାହା ବନ୍ଦ କରାଯାଉ । ମୁଁ ହୃଦୟରୁ କହିବାକୁ ଚାହୁଁଛି ୟୁକ୍ରେନ୍‍ ଉପରେ ଆକ୍ରମଣ କରିବା ଉଚିତ ନୁହେଁ । ସମସ୍ୟାର ସମାଧନ କରନ୍ତୁ ଅନେକ ଜୀବନ ନଷ୍ଟ ହୋଇସାରିଛି ।

Hot this week

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

Related Articles

Popular Categories