www.samajalive.in
Monday, December 8, 2025
20.1 C
Bhubaneswar

ରାୟଗଡ଼ା, ଉତ୍ତରାଖଣ୍ଡରେ ରାୟଗଡାର ଝିଅକୁ ବିଭତ୍ସ ହତ୍ୟା

ରାୟଗଡ଼ା :ରାୟଗଡ଼ା, ଉତ୍ତରାଖଣ୍ଡରେ ରାୟଗଡାର ଝିଅକୁ ବିଭତ୍ସ ହତ୍ୟା । ସନ୍ଦେହ ଘେରରେ ଘର ମାଲିକ ପୁଅ । ରାୟଗଡ଼ା ଜିଲ୍ଲା ଜେକେପୁର ଅଞ୍ଚଳର ୨୩ ବର୍ଷୀୟ ଯୁବତୀ ସୃଷ୍ଟି ଶର୍ମାଙ୍କୁ ଉତ୍ତରାଖଣ୍ଡ ରାଜ୍ୟର ଲାଲପୁର ଠାରେ ହତ୍ୟା କରାଯାଇଛି । ସୂଚନା ଯୋଗ୍ୟ ଯେ ,ରାୟଗଡ଼ାର ଝିଅ ଛ ମାସ ତଳେ ଲାଲପୁର ଅଞ୍ଚଳରେ ଥିବା ମହିନ୍ଦ୍ରା ଟେକନୋରେ ଇଣ୍ଟରସିପ କରିବାକୁ ଯାଇଥିଲେ। ସେଠାରେ ସେ ଘର ଭଡ଼ା ନେଇ ରହୁଥିଲେ। ପୋଲିସ ସିସି ଟିଭି ଆଧାରରେ ଘର ମାଲିକ ପୁଅକୁ ଅଟକ ରଖି ପଚରାଉଚରା କରୁଛି । ଘଟଣାଟି ରାୟଗଡା ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି କରିଛି ।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories