ଭୁବନେଶ୍ବର: ଶୁକ୍ରବାର ବିଧାନସଭା ଗୃହ ମୁଲତବୀ ପରେ ରାଜ୍ୟପାଳଙ୍କୁ ଭେଟିବା ପାଇଁ ବିଜେଡି ବିଧାୟକମାନେ ରାଜଭବନ ଅଭିମୁଖେ ଯାତ୍ରା କରିଛନ୍ତି । ବେକାରୀ ନିଯୁକ୍ତି ଓ କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗକୁ ନେଇ ବିଜେଡି ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଭେଟି ଏକ ସ୍ମାରକ ପତ୍ର ପ୍ରଦାନ କରିବେ । ଦୁଇ କୋଟି ଯୁବକଙ୍କୁ ନିଯୁକ୍ତି କେବେ ଏବଂ କେନ୍ଦ୍ର ସରକାର ଯୁବକଙ୍କୁ ପ୍ରତାରଣା ଚଳିବ ନାହିଁ ସ୍ଲୋଗାନ ଦେଇ ବିଜେଡି ବିଧାୟକମାନେ ରାଲି କରିଛନ୍ତି ।
Popular Categories



