www.samajalive.in
Thursday, December 11, 2025
26.1 C
Bhubaneswar

ଅଶ୍ଳୀଳ ଭିଡିଓ ସୁଟ୍‌ କରିବା ମହଙ୍ଗା ପଡ଼ିଲା; ଗିରଫ ହେଲେ ଅଭିନେତ୍ରୀ ପୁନମ୍‌ ପାଣ୍ଡେ

ନୂଆଦିଲ୍ଲୀ : ଗୋଆ ସମୁଦ୍ରକୂଳରେ ଅଶ୍ଳୀଳ ଭିଡିଓ ସୁଟ୍‌ କରିବା ମହଙ୍ଗା ପଡ଼ିଛି ଅଭିନେତ୍ରୀ ପୁନମ ପାଣ୍ଡେଙ୍କୁ  ।ଅଶ୍ଳୀଳ ଭିଡିଓ ସୁଟ୍‌ କରିବା ଏବଂ ଏହାକୁ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିବା ପାଇଁ ତାଙ୍କୁ ପୁଲିସ ଗିରଫ କରିଛି।

ସୂଚନା ଅନୁସାରେ, ଅଭିନେତ୍ରୀ ପୁନମ ପାଣ୍ଡେ ଗୋଆ ସମୁଦ୍ରକୂଳରେ ଅଶ୍ଳୀଳ ଭିଡିଓ ସୁଟ୍‌ କରିବା ସହ ଏହାର କିଛି ଅଂଶ ନିଜ ଇନଷ୍ଟାଗ୍ରାମ ପେଜ୍‌ରେ ପୋଷ୍ଟ କରିଥିଲେ ।ଯାହାକୁ ନେଇ ପୁନମଙ୍କ ବିରୋଧରେ ଗୋଆ ଫରଓ୍ବାଡ୍‌ ପାର୍ଟିର ମହିଳା ମୋର୍ଚ୍ଚା ଥାନାରେ ଅଭିଯୋଗ କରିଥିଲା।ଏହାପରେ ପୁଲିସ ତାଙ୍କୁ ଗିରଫ କରିଥିବା ସୂଚନା ମିଳିଛି।

Hot this week

ଶୀତଦିନେ ରୂପି ହେଉଛି କି? କଣ କରିବେ ଜାଣନ୍ତୁ

ଶୀତ ଋତୁରେ ରୂପି ହେବା ଏକ ସାଧାରଣ ଘଟଣା। ଅନେକ ଲୋକ...

ଭାରତ ଉପରେ ୫୦% ଆମଦାନୀ ଶୁଳ୍କ ଲାଗୁ କଲା ମେକ୍ସିକୋ

ସମାଜଲାଇଭ ଡେସ୍କ: ଆମେରିକା ପରେ ଭାରତ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ...

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

Related Articles

Popular Categories