www.samajalive.in
Monday, December 8, 2025
20.1 C
Bhubaneswar

ଜାନୁଆରୀ ୧୭ରୁ ଦେଶବ୍ୟାପୀ ଆରମ୍ଭ ହେବ ପୋଲିଓ ପ୍ରତିଷେଧକ କାର୍ଯ୍ୟକ୍ରମ

ଆସନ୍ତା ୧୭ ତାରିଖରୁ ଦେଶବ୍ୟାପୀ ପୋଲିଓ ପ୍ରତିଷେଧକ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ଦୁଇଦିନ ତାମିଲ୍‍ନାଡ଼ୁ ଗସ୍ତରେ ଯାଇଛନ୍ତି। ଚେନ୍ନାଇରେ କୋଭିଡ୍‍ ୧୯ ଟୀକାକରଣ ପାଇଁ ପ୍ରସ୍ତୁତି ଅଭ୍ୟାସର ସମୀକ୍ଷା କାର୍ଯ୍ୟ କରିବା ପରେ ସେ ସାମ୍ବାଦିକମାନଙ୍କୁ ଏହା କହିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ରାଜୀବ ଗାନ୍ଧି ସରକାରୀ ସାଧାରଣ ହସ୍ପିଟାଲରେ ଏହି ସମୀକ୍ଷା କାର୍ଯ୍ୟ କରିଛନ୍ତି।

- Advertisement -

ମନ୍ତ୍ରୀ କହିଛନ୍ତି, ଭାରତରୁ ଯେଭଳି ଭାବେ ପୋଲିଓର ମୂଳୋତ୍ପାଟନ କରାଯାଇଛି, ସେହିଭଳି ଭାବେ କୋଭିଡ ୧୯ର ମଧ୍ୟ ମୂଳୋତ୍ପାଟନ କରାଯିବ। ଚଳିତ ମାସରେ ୩ ଦିନ ପାଇଁ ପୋଲିଓ ପ୍ରତିଷେଧକ ଅଭିଯାନ କାର୍ଯ୍ୟକାରୀ କରାଯିବ। ସ୍ୱାସ୍ଥ୍ୟମନ୍ତ୍ରୀ ଚେନ୍ନାଇ ଓ କାଞ୍ଚିପୁରମ୍‍ର ବିଭିନ୍ନ ଭାଗରେ ଥିବା ପ୍ରତିଷେଧକ ଟୀକାକରଣ କେନ୍ଦ୍ରଗୁଡ଼ିକୁ ଗସ୍ତ କରିଛନ୍ତି।

Hot this week

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

Related Articles

Popular Categories