www.samajalive.in
Monday, December 8, 2025
27.1 C
Bhubaneswar

ଶହେରୁ ଅଧିକ ଦେଶରେ ବ୍ୟବହାର ହେଉଛି ଆୟୁଷ୍‍ ସାମଗ୍ରୀ

ଆୟୁଷ୍‍ ମନ୍ତ୍ରୀ ଶ୍ରୀପଦ ୟେସୋ ନାଏକ କହିଛନ୍ତି, କୋଭିଡ ସଂକ୍ରମଣ ସମୟରେ ଆୟୁଷ୍‍ ସାମଗ୍ରୀଗୁଡ଼ିକ ପ୍ରତି ଚାହିଦା ତିନି ଗୁଣ ଅଧିକ ବୃଦ୍ଧି ପାଇଛି। ମନ୍ତ୍ରୀ କହିଛନ୍ତି, କୋଭିଡ ନାଇଣ୍ଟିନ୍‍ ସଂକ୍ରମଣ ସମୟରେ ଭାରତର ଆୟୁର୍ବେଦିକ ଔଷଧଗୁଡ଼ିକ ୧୦୦ରୁ ଊର୍ଦ୍ଧ୍ବ ଦେଶରେ ବ୍ୟବହାର କରାଯାଉଛି। ଶରୀରର ପ୍ରତିରୋଧକ କ୍ଷମତା ବୃଦ୍ଧି ପାଇଁ ଭାରତର ଆୟୁର୍ବେଦିକ ଔଷଧଗୁଡ଼ିକୁ ବିଶ୍ୱର ଅନେକ ଦେଶ ଏହି ସମୟରେ ବ୍ୟବହାରେ କରିଛନ୍ତି।

ଝାନ୍‍ସୀଠାରେ କେନ୍ଦ୍ରୀୟ ଆୟୁର୍ବେଦ ଗବେଷଣା ପ୍ରତିଷ୍ଠାନର ଦୁଇଟି ନୂଆ ବିଭାଗର ଉଦ୍‍ଘାଟନୀ ଉତ୍ସବରେ ସେ ଏହା କହିଛନ୍ତି। ସେହି ଦୁଇଟି ଅଟ୍ଟାଳିକାର ନିର୍ମାଣ ବାବଦରେ ୧୪ କୋଟି ଟଙ୍କା ଖର୍ଚ୍ଚ ହୋଇଛି ଓ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ନିର୍ଦ୍ଦେଶାବଳୀ ଅନୁସାରେ ସେଗୁଡ଼ିକର ନିର୍ମାଣ କରାଯାଇଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories