www.samajalive.in
Monday, December 8, 2025
27.1 C
Bhubaneswar

କଲକାତା ପୀଡ଼ିତାଙ୍କ ପରିଚୟ ପ୍ରଘଟ, ବିଜେପି ନେତ୍ରୀ ଓ ୨ ଡାକ୍ତରଙ୍କୁ ସମନ

ସମାଜ ଡିଜିଟାଲ ଡେସ୍କ: କଲକାତା ଦୁଷ୍କର୍ମ ପୀଡ଼ିତାଙ୍କ ପରିଚୟ ପ୍ରଘଟ କରି ଅଡୁଆରେ ପଡ଼ିଛନ୍ତି ବିଜେପି ନେତ୍ରୀ ଲକେଟ ଚାଟାର୍ଜୀ ଏବଂ ୨ ଜଣ ଜଣାଶୁଣା ଡାକ୍ତର। ପୁଲିସ ଏହି ୩ ଜଣଙ୍କୁ ସମନ ଜାରି କରିଛି। ହତ୍ୟାର ଶିକାର ହୋଇଥିବା ଦୁଷ୍କର୍ମ ପୀଡ଼ିତା ଡାକ୍ତରଙ୍କ ସମ୍ପର୍କରେ ଏମାନେ ଭୁଲ ତଥ୍ୟ ପ୍ରଘଟ କରୁଥିବା ଅଭିଯୋଗ ହୋଇଛି। ଦୁଇ ଡାକ୍ତରଙ୍କ ମଧ୍ୟରେ ରହିଛନ୍ତି ଡା. କୁନାଲ ସରକାର ଏବଂ ଡା. ସୁବର୍ଣ୍ଣା ଗୋସ୍ଵାମୀ। ଏହି ୩ ଜଣଙ୍କୁ କଲକାତା ପୁଲିସ ମୁଖ୍ୟାଳୟରେ ହାଜର ହେବାକୁ ସମନ ଜାରି କରାଯାଇଛି। ଡା. ସରକାର ଜଣେ ଜଣାଶୁଣା ହୃଦରୋଗ ବିଶେଷଜ୍ଞ।

ଏହା ବ୍ୟତୀତ ପୁଲିସ ଅନ୍ୟ ୫୭ ଜଣଙ୍କୁ ମଧ୍ୟ ସମନ ଜାରି କରିଛି। ଏମାନେ ସମସ୍ତେ ସାମାଜିକ ଗଣମାଧ୍ୟମ ଜରିଆରେ ପୀଡ଼ିତାଙ୍କ ବିଷୟରେ ଅପପ୍ରଚାର କରୁଥିଲେ।

Hot this week

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

Related Articles

Popular Categories