www.samajalive.in
Wednesday, December 10, 2025
23.1 C
Bhubaneswar

ଦିଲ୍ଲୀ ବିସ୍ଫୋରଣ : ହରିୟାଣାରୁ ଜବତ ହେଲା ଲାଲ୍ କାର୍

ସମାଜ ଲାଇଭ୍ ଡେସ୍କ : ଦିଲ୍ଲୀ ବିସ୍ଫୋରଣ ଘଟଣାରେ ଜବତ ହେଲା ଲାଲ୍‌ ରଙ୍ଗର କାର୍‌ । ହରିୟାଣାରୁ ଜବତ ହେଲା ଆତଙ୍କୀଙ୍କ ଏହି କାର୍ । ଦିଲ୍ଲୀ ଲାଲକିଲ୍ଲା ନିକଟରେ ଆଇ-୨୦ କାର୍‌ରେ ଶକ୍ତିଶାଳୀ ବିସ୍ଫୋରଣ ଘଟଣାରେ ସନ୍ଦିଗ୍ଧର ଆଇ-୨୦ କାର୍ ସହ ଲାଲ୍ ରଙ୍ଗର ଇକୋସ୍ପୋର୍ଟ କାର୍ ଥିବା ସୂଚନା ମିଳିଥିଲା। ଏହାପରେ ଦିଲ୍ଳୀ , ଉତ୍ତରପ୍ରଦେଶ ଓ ହରିୟାଣା ପୁଲିସ୍ ଏହି କାର୍‌କୁ ଖୋଜିଥିଲେ । ଦିଲ୍ଳୀ ପୁଲିସ୍‌ର ୫ଟି ଦଳକୁ କାର୍ ଖୋଜିବା ପାଇଁ ଦାୟୀତ୍ଵ ଦିଆଯାଇଥିଲା । ପରେ ଡିଏଲ୍‌-୧୦ସିକେ-୦୪୫୮ ବିଶିଷ୍ଟ ଆତଙ୍କୀଙ୍କ ଏହି ଲାଲ୍‌ ରଙ୍ଗର ଇକୋସ୍ପୋର୍ଟ କାର୍ ହରିୟାଣା ପୁଲିସ୍‌କୁ ମିଳିଥିବା ସୂଚନା ମିଳିଛି । ଫରିଦାବାଦର ଖଣ୍ଡଓ୍ବାଲି ଗାଁ ପାଖରୁ ଏହି କାର୍ ମିଳିଥିବା ସୂଚନା ଦେଲେ ଫରିଦାବାଦ ପୁଲିସ୍ ।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories