www.samajalive.in
Sunday, December 14, 2025
16.1 C
Bhubaneswar

ପୁଣି ଜେଲକୁ ଫେରିଲେ ଫାୟାଜ୍ ରେହମାନ୍

ଢେଙ୍କାନାଳ : ଢେଙ୍କାନାଳ ସେଲ୍ଟର ହୋମ୍ ଯୌନ ବ୍ୟଭିଚାର ମାମଲାରେ ‘ଗୁଡ଼ ନ୍ୟୁଜ୍ ଇଣ୍ଡିଆ ଡ୍ରିମ୍ସ ସେଣ୍ଟର’ର ମୁଖ୍ୟ ଫାୟାଜ୍ ରେହମାନ୍ ପୁଣି ଜେଲକୁ ଫେରିଲେ। ତାଙ୍କର ଦୁଇ ଦିନ ରିମାଣ୍ଡ ଶେଷ ହେବାପରେ ପୁଣି ଜେଲକୁ ଫେରିଛନ୍ତି। ରେହମାନଙ୍କୁ ପୂର୍ବରୁ ସଦର ଥାନା ପୁଲିସ୍ ୨ ଦିନିଆ ରିମାଣ୍ଡରେ ନେଇଥିଲା। ଏହି ରିମାଣ୍ଡ ଅବଧି ବୁଧବାର ଶେଷ ହେବା ପରେ ପୁଲିସ୍ ଅଧିକ ପଚରାଉଚୁରା ପାଇଁ ଆଉ ଦିନେ ରମାଣ୍ଡରେ ନେଇଥିଲା। ସ୍ୱତନ୍ତ୍ର ପକ୍ସୋ ଅଦାଲତ ରିମାଣ୍ଡ ଅନୁମତି ଦେଇଥିଲେ। ତେବେ ପଚରାଉଚୁରା ସମୟରେ ରେହମାନ୍ ଠାରୁ ଅନେକ ତଥ୍ୟ ମିଳିଛି। ଯାହାକୁ ନେଇ ପୁଲିସ ଅଧିକ ଖୋଳତାଡ କରିପାରିବ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories