www.samajalive.in
Monday, December 8, 2025
17.1 C
Bhubaneswar

ବଦଳିଲା ପେଟ୍ରୋଲ-ଡିଜେଲ ଦାମ୍, ଜାଣନ୍ତୁ ଏବେ ଅଛି କେତେ

ନୂଆଦିଲ୍ଲୀ : ପେଟ୍ରୋଲ ଏବଂ ଡିଜେଲ ଦାମ୍ ପ୍ରତିଦିନ ବଦଳିଥାଏ । ଆଜି ଅର୍ଥାତ୍ ମେ ୧୦ରେ ଅଏଲ ମାର୍କେଟିଂ କମ୍ପାନୀମାନେ ଦେଶର ସମସ୍ତ ରାଜ୍ୟ ପାଇଁ ପେଟ୍ରୋଲ-ଡିଜେଲ ଦାମ୍ ଜାରି କରିଦେଇଛନ୍ତି । ତଦନୁସାରେ ବିହାର ସମେତ ଦେଶର ଅନେକ ରାଜ୍ୟରେ ଆଜି ପେଟ୍ରୋଲ ଶସ୍ତା ହୋଇଛି । ଏହା ବ୍ୟତୀତ କିଛି ଏମିତି ରାଜ୍ୟ ଅଛି ଯେଉଁଠି ପେଟ୍ରୋଲ ଏବଂ ଡିଜେଲ ଦାମରେ କୌଣସି ପରିବର୍ତ୍ତନ ହୋଇନି । ଚାଲନ୍ତୁ ଜାଣିବା ଆଜି ଦେଶର ପ୍ରମୁଖ ସହରରେ ପେଟ୍ରୋଲ-ଡିଜେଲ ଦାମ୍…

ଦିଲ୍ଲୀରେ ପେଟ୍ରୋଲ ଦାମ୍ ୯୪.୭୨ ଟଙ୍କା ଲିଟର ପିଛା ରହିଥିବାବେଳେ ଡିଜେଲ ୮୭.୬୨ ଟଙ୍କା ପ୍ରତି ଲିଟର ରହିଛି । ସେହିଭଳି ମୁମ୍ବାଇରେ ପେଟ୍ରୋଲ ୧୦୪.୨୧ ଟଙ୍କା ପ୍ରତି ଲିଟର ଏବଂ ଡିଜେଲ ୯୨.୧୫ ଟଙ୍କା ପ୍ରତି ଲିଟର । କୋଲକାତାରେ ପେଟ୍ରୋଲ ୧୦୩.୯୪ ଟଙ୍କା, ଡିଜେଲ ୯୦.୭୬ ଟଙ୍କା ପ୍ରତି ଲିଟର । ଚେନ୍ନାଇରେ ପେଟ୍ରୋଲ ୧୦୦.୭୫ ଟଙ୍କା, ଡିଜେଲ ୯୨.୩୪ ଟଙ୍କା ଏବଂ ଭୁବନେଶ୍ବରରେ ପେଟ୍ରୋଲ ୧୦୧.୦୬ ଟଙ୍କା ଥିବାବେଳେ ଡିଜେଲ ୯୨.୬୪ ଟଙ୍କା ପ୍ରତି ଲିଟର ରହିଛି ।

ନୂଆ ନିୟମ: ଖାଲି ପଡ଼ିଆ ନୁହେଁ, ରାସ୍ତାରେ ଦେବାକୁ ହେବ ଡ୍ରାଇଭିଂ ଟେଷ୍ଟ ! ନଚେତ୍ ମିଳିବନି ଲାଇସେନ୍ସ

- Advertisement -

ଆଜି ଆସାମ, ବିହାର, ହରିୟାଣା, ଜମ୍ମୁ କଶ୍ମୀର, କର୍ଣ୍ଣାଟକ, ମଧ୍ୟ ପ୍ରଦେଶ, ମହାରାଷ୍ଟ୍ର ଏବଂ ତାମିଲନାଡୁରେ ପେଟ୍ରୋଲ ଡିଜେଲ ମହଙ୍ଗା ହୋଇଛି । ଯଦିଓ ଆନ୍ଧ୍ରପ୍ରଦେଶ, ଛତିଶଗଡ, ଗୋଆ, ଗୁଜରାତ, ହିମାଚଳ, ଝାରଖଣ୍ଡ, କେରଳ, ମଣିପୁର, ଓଡ଼ିଶା, ରାଜସ୍ଥାନ, ତେଲଙ୍ଗାନା ଏବଂ ୟୁପିରେ ପେଟ୍ରୋଲ-ଡିଜେଲ ଶସ୍ତା ହୋଇଛି ।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories