www.samajalive.in
Friday, December 5, 2025
27.1 C
Bhubaneswar

ପାକିସ୍ତାନରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ; ୧୯ ମୃତ

ଇସଲାମାବାଦ : ଦକ୍ଷିଣ ପଶ୍ଚିମ ପାକିସ୍ତାନରେ ରବିବାର ପ୍ରବଳ ବର୍ଷା ସମୟରେ ଏକ ଯାତ୍ରୀ ବସ ପାହାଡରୁ ଖସି ୨୦୦ ଫୁଟ୍‍ ଗଭୀର ଖାଇରେ ଖସି ୧୯ ଜଣଙ୍କ ଜୀବନ ଚାଲି ଯାଇଛି। ୧୨ ଜଣ ଗୁରୁତର ଆହତ ହୋଇଛନ୍ତି। ବଲୁଚିସ୍ତାନ ପ୍ରାନ୍ତର ଶିରାନୀ ଜିଲାର ସହାୟକ ପ୍ରଶାସକଙ୍କ କହିବାନୁଯାୟୀ ବସରେ ପ୍ରାୟ ୩୫ ଯାତ୍ରୀ ଥିଲେ। ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ବସଟି ଓଦା ରାସ୍ତାରୁ ଖସିବାରୁ ଚାଳକ ବସରୁ ନିୟନ୍ତ୍ରଣ ହରାଇବାରୁ ବସଟି ପ୍ରାୟ ୨୦୦ ଫୁଟ୍‍ (୬୧ମିଟର) ଖାଇକୁ ଖସି ପଡିଥିଲା।

 

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories