ରଣପୁରଗଡ : ଓଡ଼ିଶାର ଅର୍ଥ ସଚିବ ସଞ୍ଜୟ ମିଶ୍ର ନୟାଗଡ଼ ଜିଲ୍ଲା ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଗେ।ଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଥିବା ଆହାର କେନ୍ଦ୍ର ପରିଦର୍ଶନ କରିଛନ୍ତି । ଏହି ଅବସରରେ ନୟାଗଡ ଜିଲ୍ଲାପାଳ ସୁନିଲ ଅକ୍ଷୟ ଅଗ୍ରୱାଲ, ଜିଲ୍ଲା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଲଗ୍ନଜିତ ରାଉତ, ଉପ ଜିଲ୍ଲାପାଳ କର୍ଣ୍ଣଦେବ ସମ୍ମାଦାର, ରଣପୁର ବିଡିଓ ମନେ।ଜ କୁମାର ନାୟକ, ତହସିଲଦାର ଡ. ଆର୍ଯ୍ୟ କୁମାର ସର୍ବଦମନ, ଏନ ଏ ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ସାମନ୍ତ ବିଶ୍ୱମ୍ବର ମହାପାତ୍ର ,ଡାକ୍ତର ଓ ଅଧକ୍ଷା ରଙ୍ଗୀନ ମହାନ୍ତି ଉପସ୍ଥିତ ଥିଲେ। ସଚିବ ଆହାର ସ୍ୱାଦ ପରଖିବା ସହ ଖାଦ୍ୟର ମାନକୁ ପ୍ରଶଂସା କରିଥିବା କାର୍ଯ୍ୟ ନିର୍ବାହୀ ଅଧିକାରୀ ମହାପାତ୍ର ସୂଚନା ଦେଇଛନ୍ତି ।
Popular Categories



