www.samajalive.in
Monday, December 8, 2025
20.1 C
Bhubaneswar

ପ୍ରଭୁଦତ୍ତ ସାହାଣୀ ଓଡିଶା ସିଭିଲ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ

ଆଠଗଡ: ଓଡିଶା ଲୋକସେବା ଆୟୋଗ ର ଓଡିଶା ପ୍ରଶାସନିକ ସେବା ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ଏହି ପରୀକ୍ଷାରେ ଆଠଗଡ ଏନଏସି ଅନ୍ତର୍ଗତ ବୀରକିଶୋରପୁରର ବୈକୁଣ୍ଠ ସାହାଣୀଙ୍କ ପୁତ୍ର ପ୍ରଭୁଦତ୍ତ ସାହାଣୀ (୪୩) କୃତକାର୍ଯ୍ୟ ହୋଇଛନ୍ତି। ଆଠଗଡ ବିଶ୍ଵନାଥ ବିଦ୍ୟାପୀଠରୁ ମାଟ୍ରିକ ଓ ଗୋପବନ୍ଧୁ ବିଞାନ ମହାବିଦ୍ୟାଳୟରରୁ ସ୍ନାତକ ଡିଗ୍ଲୀ ହାସଲ କରିବା ପରେ ଏକ ମେଡିସିନ କମ୍ପାନୀରେ ଆଞ୍ଚଳିକ ପ୍ରବନ୍ଧକ ଭାବେ କାର୍ଯ୍ୟରତ ଅଛନ୍ତି। ତାଙ୍କର ରାଙ୍କ୍ ୫୫୨ ରହିଥିବା ବେଳେ ୫ମ ଥରରେ ସେ ଏହି ସଫଳତା ହାସଲ କରିଛନ୍ତି ।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories