www.samajalive.in
Monday, December 8, 2025
20.1 C
Bhubaneswar

ପାଟଣା ନିର୍ବାଚନ ମଣ୍ଡଳୀସ୍ତରୀୟ ସାଙ୍ଗଠନିକ ବୈଠକ ଅନୁଷ୍ଠିତ

ପାଟଣା: ସାଧାରଣ ନିର୍ବାଚନ ୨୦୨୪ ପାଇଁ ବିଜୁ ଜନତା ଦଳ ତରଫରୁ କେନ୍ଦୁଝର ଜିଲ୍ଲା ପାଟଣା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଭାବରେ ଜଗନ୍ନାଥ ନାଏକ ମନୋନୀତ ହେବା ପରେ ପ୍ରଥମ ଥର ପାଇଁ ନିର୍ବାଚନ ମଣ୍ଡଳୀ ସ୍ତରୀୟ ସାଂଗଠନିକ ବୈଠକ ପାଟଣା ବ୍ଲକ ଅନ୍ତର୍ଗତ ଡିଆନାଳି ଠାରେ ଅନୁଷ୍ଠିତ ହୋଇଛି। ପାଟଣା ବିଧାୟକ ଜଗନ୍ନାଥ ନାଏକ, ପାଟଣା ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ ଡଃ ହରିଶ ଚନ୍ଦ୍ର ଚୌଧୁରୀ, ପାଟଣା ନିର୍ବାଚନ ମଣ୍ଡଳୀର ସଂଯୋଜକ କାନନ ବିହାରୀ ପହି, ବରିଷ୍ଠ ନେତା ଭବାନୀ ଶଙ୍କର ନାଏକ, ପାଟଣା ବ୍ଲକ ସଂଯୋଜକ ଦୀପକ ରାଜ, ସାହାରପଡା ସଂଯୋଜକ ପ୍ରଶାନ୍ତ କୁମାର ଭଞ୍ଜଦେଓ, ଝୁମ୍ପୁରା ବ୍ଲକ ସଂଯୋଜକ ନିରଞ୍ଜନ ତ୍ରିପାଠୀ ଓ ଚମ୍ପୁଆ ବ୍ଲକ ସଂଯୋଜକ ଯଦୁମଣି ବାରିକ, ପାଟଣା ବ୍ଲକ ଅଧ୍ୟକ୍ଷା ସୁକାନ୍ତି ନାଏକ, ସାହାରପଡା ବ୍ଲକ ଅଧ୍ୟକ୍ଷା ରୀନା ନାଏକ, ଝୁମ୍ପୁରା ବ୍ଲକ ଅଧ୍ୟକ୍ଷା ମାଳତୀ ନାଏକ, ୨୧ ନଂ ଜିଲ୍ଲା ପରିଷଦ ସଦସ୍ୟ ପ୍ରଫୁଲ୍ଲ ଚନ୍ଦ୍ର ନାଏକ, ୨୨ ଓ ୨୩ ନଂ ଜିଲ୍ଲା ପରିଷଦ ସଦସ୍ୟା ସୌଭାଗ୍ୟ ମଞ୍ଜରୀ ନାୟକ ଓ ରୁନୁ ମହାନ୍ତ, ୨୯ ନଂ ଜିଲ୍ଲା ପରିଷଦ ସଦସ୍ୟ ବୁଦ୍ଧଦେବ ମହାକୁଡ଼, ୩୦ ନଂ ଜିଲ୍ଲା ପରିଷଦ ସଦସ୍ୟା ଚମ୍ପାବତୀ ଟୁଡୁ, ପାଟଣା ବ୍ଲକ ସଭାପତି ମାଧବାନନ୍ଦ ପୃଷ୍ଟି, ସାହାରପଡା ବ୍ଲକ ସଭାପତି ଦୀଲ୍ଲିପ କୁମାର ସାହୁ, ଝୁମ୍ପୁରା ବ୍ଲକ ସଭାପତି ଯଦୁମଣି ରାଉତ, ଚମ୍ପୁଆ ବ୍ଲକ ସଭାପତି ଭାଗିରଥି ଦାଶ, ସାହାରପଡା ମହିଳା ସଭାନେତ୍ରୀ ଅନିତା କୁଶୁମୁଳିଆ ପ୍ରମୁଖଙ୍କ ସହିତ ୫୬ ଟି ପଞ୍ଚାୟତର ଛାମୁଆ କର୍ମୀ ବୈଠକରେ ଉପସ୍ଥିତ ଥିଲେ।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories