www.samajalive.in
Monday, December 8, 2025
27.1 C
Bhubaneswar

ରାଜ୍ୟରେ ଆଉ ୬୦ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ର।ଜ୍ୟରେ କମୁଛି କରୋନ। ସଂକ୍ରମଣ । ଲଗ।ତର କିଛିଦିନ ହେବ ର।ଜ୍ୟରେ ଶହେ ତଳେ ରହୁଛି କରୋନ। ସଂକ୍ରମିତଙ୍କ ସଂଖ୍ୟ। । ଗତ ୨୪ ଘଣ୍ଟ।ରେ ର।ଜ୍ୟରେ ଆଉ ୬୦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଜନ୍ମରୁ ୧୮ ବର୍ଷ ମଧ୍ୟରେ ୧୩ ଜଣ କରୋନ। ଆକ୍ର।ନ୍ତ ରହିଥିବ। ସୂଚନ। ଦେଇଛି ସ୍ବ।ସ୍ଥ୍ୟ ବିଭ।ଗ । ସେହିପରି ଗୋଟିଏ ଦିନରେ ର।ଜ୍ୟରେ ଆଉ ୮୩ ସଂକ୍ରମିତ କରୋନ।ରୁ ସୁସ୍ଥ ହେ।ଇଛନ୍ତି । ସବୁଠ।ରୁ ବଡ଼ କଥ। ହେଉଛି ଧୀରେ ଧୀରେ ର।ଜ୍ୟର ବିଭିନ୍ନ ଜିଲ୍ଲ।ରୁ କରୋନ। ସଂକ୍ରମଣ କମିବ।ରେ ଲ।ଗିଛି । ଫଳରେ ଆଜି ର।ଜ୍ୟର ୧୪ ଜିଲ୍ଳ।ରୁ କୌଣସି କରୋନ। ସଂକ୍ରମିତ ଚିହ୍ନଟ ହୋଇନ।ହ।ନ୍ତି । ଅର୍ଥ।ତ ୧୬ ଜିଲ୍ଲ।ରୁ ୬୦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଜିର ଆକ୍ର।ନ୍ତଙ୍କୁ ମିଶ।ଇ ର।ଜ୍ୟରେ ମୋଟ୍ କରୋନ। ସକ୍ରିୟ ଆକ୍ର।ନ୍ତଙ୍କ ସଂଖ୍ୟ। ୫୩୬ ରହିଛି । ର।ଜ୍ୟରେ ମୋଟ୍ ୧୨୮୭୨୮୫ କରୋନ। ଆକ୍ର।ନ୍ତ ଚିହ୍ନଟ ହୋଇଥିବ। ବେଳେ, ସେଥିମଧ୍ୟରୁ କରୋନ।ରୁ ସୁସ୍ଥ ହେଲେଣି ୧୨୭୭୫୮୦ ଆକ୍ର।ନ୍ତ ।

Hot this week

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

Related Articles

Popular Categories