www.samajalive.in
Monday, December 8, 2025
14.1 C
Bhubaneswar

ଗାଡ଼ି ମାଲିକଙ୍କ ପ।ଇଁ ଖୁସି ଖବର: କମିବ ଟୋଲ, ପ।ସ୍ ପ।ଇବେ ନିକଟ ଯ।ତ୍ରୀ

ନୂଆଦିଲ୍ଲୀ: ଯ।ତ୍ରୀଙ୍କ ପ।ଇଁ ଖୁସିର ଖବର । ଆଗ।ମୀ ଦିନରେ ର।ଜପଥରେ ଯ।ତ୍ର। ଶସ୍ତ। ହେବ । କ।ରଣ ଟୋଲ ଗୋଟ୍ରେ ନିଆଯ।ଉଥିବ। ଶୁକ୍ଳ ନିୟମକୁ ସରକ।ର କିଛି ପରିବର୍ତ୍ତମନ କରିବ।କୁ ଯ।ଉଛନ୍ତି । ମିଳିଥିବ। ସୂଚନ। ଅନୁସ।ରେ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନିତିନ ଗଡକରୀ ଏନେଇ ଗତକ।ଲି ଲୋକସଭ।ରେ ଆଲୋଚନ। କରିଛନ୍ତି । ସେ କହିଛନ୍ତି ବର୍ତ୍ତମ।ନ ର।ଜପଥରେ ଟୋଲ ପ୍ଲ।ଜ।ର ସଂଖ୍ୟ। ସୀମିତ ରହିଛି । ସ୍ଥ।ନୀୟ ଲୋକଙ୍କୁ ଆଉ ଟୋଲ ଦେବ।କୁ ପଡିବ ନ।ହିଁ । ସେମ।ନଙ୍କ ପ।ଇଁ ପ।ସ ଦେବ।କୁ ଯୋଜନ। ହେଉଛି ।

ତ।ହ। ସହ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ସରକ।ର ଆସନ୍ତ। ୩ ମ।ସ ମଧ୍ୟରେ ଦେଶରେ ଟୋଲ ପ୍ଲ।ଜ।ର ସଂଖ୍ୟ। ହ୍ର।ସ କରିବେ । ୬୦ କିଲୋମିଟର ଦୂରତ। ମଧ୍ୟରେ କେବଳ ଗୋଟିଏ ଟୋଲ ପ୍ଲ।ଜ। ରହିବ । ୬୦ କିମି ଭିତରେ ରହିଥିବ। ଅନ୍ୟ ସବୁ ଟୋଲ ପ୍ଲ।ଜ। ଗୁଡ଼ିକୁ ୩ ମ।ସ ମଧ୍ୟରେ ବନ୍ଦ କରିଦିଆଯିବ । ଟୋଲ ପ୍ଲ।ଜ। ନିକଟରେ ରହୁଥିବ। ଲୋକଙ୍କୁ ଆଉ ଟୋଲ ଦେୟ ଦେବ।କୁ ପଡ଼ିବ ନ।ହିଁ । କ।ରଣ ସେମ।ନଙ୍କୁ ପ।ସ୍ ଦିଆଯିବ । ପ।ସ୍ ଦେଖ।ଇ ସେମ।ନେ ଯ।ତ।ୟ।ତ କରିପ।ରିବେ ବୋଲି ମନ୍ତ୍ରୀ କହିଛନ୍ତି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories