www.samajalive.in
Monday, December 8, 2025
20.1 C
Bhubaneswar

ଦେଶରେ ଆଉ ୧,୭୭୮ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କମୁଛି କରେ।ନ। ଆକ୍ର।ନ୍ତଙ୍କ ସଂଖ୍ୟ। । ଗତ କିଛିଦିନ ହେବ ଦେଶରେ କରୋନ। ଆକ୍ର।ନ୍ତଙ୍କ ସଂଖ୍ର। ଦ୍ରୁତ ଗତିରେ ହ୍ର।ସ ପ।ଇବ।ରେ ଲ।ଗିଛି । ସଂକ୍ରମଣ ତୁଳନ।ରେ ଦେଶରେ ମଧ୍ୟ ସୁସ୍ଥତ। ସଂଖ୍ୟ। ବୃଦ୍ଧି ପ।ଇଛି । ହେଲେ କିଛି ଦିନର ବ୍ୟବଧ।ନ ପରେ ପୁଣି ମୃତ୍ୟୁସଂଖ୍ୟ। ମଧ୍ୟ ହ୍ର।ସ ପ।ଇଛି । ଗତ ୨୪ ଘଣ୍ଟ।ରେ ଦେଶରେ ଆଉ ୧,୭୭୮ ପଜିଟିଭ୍ ଚିହ୍ନଟ ହୋଇଥିବ। ବେଳେ ଗୋଟିଏ ଦିନରେ କରୋନ। ଭୂତ।ଣୁ ୬୨ ଜଣଙ୍କ ଜୀବନ ନେଇଛି । ସେହିପରି ଆଜିର ଆକ୍ର।ନ୍ତଙ୍କୁ ମିଶ।ଇ ଦେଶରେ ମୋଟ୍ କରୋନ। ସଂକ୍ରମିତଙ୍କ ସଂଖ୍ୟ। ୨୩,୦୮୭ ରେ ପହଞ୍ଚିଛି । କରୋନ।କୁ ମ।ତ୍ ଦେବ।କୁ ଦେଶରେ ଏବେ ବି ଟିକ।କରଣ ଜ।ରି ରହିଛି ।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories