www.samajalive.in
Saturday, December 6, 2025
26.1 C
Bhubaneswar

ଓସିଏ ଆରମ୍ଭ କରିବ ଓସିଏଲ୍‌ ଟିଟ୍ବେଣ୍ଟି, ୬ଟି ଟିମ୍‌ରେ ଖେଳିବେ ୮୪ ଖେଳାଳି

ଭୁବନେଶ୍ବର: ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌(ଓସିଏ) ପକ୍ଷରୁ ଡିସେମ୍ବର ୧୪ରୁ ଓସିଏଲ୍‌ ଟ୍ବିଟ୍ବେଣ୍ଟି ଆରମ୍ଭ କରାଯିବା ନେଇ ଯୋଜନା ପ୍ରସ୍ତୁତ କରାଯାଇଛି। ଟିସିଏମ୍‌ ସହଯୋଗରେ ଓସିଏ ଓସିଏଲ୍‌ ଟିଟ୍ବେଣ୍ଟି ଆୟୋଜନ କରିବ। ଓସିଏଲ୍‌ ଟିଟ୍ବେଣ୍ଟି ମ୍ୟାଚ୍‌ ୬ଟି ଟିମ୍‌ରେ ୮୪ ଖେଳାଳୀଙ୍କୁ ନେଇ ଖେଳାଯିବ ବୋଲି ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌ ସମ୍ପାଦକ ସଞ୍ଜୟ ବେହେରା ସୂଚନା ଦେଇଛନ୍ତି।

ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌ ସମ୍ପାଦକ ସଞ୍ଜୟ ବେହେରା କହିଛନ୍ତି ଯେ ଓସିଏଲ୍‌ ଟିଟ୍ବେଣ୍ଟି ଲାଗି ମନୋନୟନ ପ୍ରକ୍ରିୟା ଡିସେମ୍ବର ୫ରୁ ଆରମ୍ଭ ହେବ। ଡିସେମ୍ବର ୫ରୁ ୧୬୮ ଖେଳାଳିଙ୍କୁ ନେଇ ଟ୍ରାଏଲ୍‌ ମ୍ୟାଚ୍ ଆରମ୍ଭ ହେବ। ଟ୍ରାଏଲ୍ ମ୍ୟାଚ୍‌ ଲାଗି ଭିଜନ୍‌ ୨୦୨୪ ଏବଂ ବିସିସିଆଇ ମ୍ୟାଚ୍‌ରୁ ଖେଳାଳିଙ୍କୁ ମନୋନୀତ କରାଯିବ। ଟ୍ରାଏଲ୍‌ ମ୍ୟାଚ୍‌ରୁ ଓସିଏଲ୍‌ ଟିଟ୍ବେଣ୍ଟି ପାଇଁ ୮୪ ଖେଳାଳିଙ୍କୁ ମନୋନୟନ କରାଯିବ। ସରକାରଙ୍କ ଅନୁମତି ମିଳିଲେ କୋଭିଡ୍‌ ଗାଇଡ୍‌ଲାଇନ୍‌ରେ ଅନୁଷ୍ଠିତ ଓସିଏଲ୍‌ ଟିଟ୍ବେଣ୍ଟି ମ୍ୟାଚ୍‌ ଅନୁଷ୍ଠିତ ହେବ ବୋଲି ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌ ସମ୍ପାଦକ ସଞ୍ଜୟ ବେହେରା ପ୍ରକାଶକ କରିଛନ୍ତି।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories