www.samajalive.in
Sunday, December 7, 2025
15.1 C
Bhubaneswar

ଅପରାହ୍ନ ୧ଟା ସୁଦ୍ଧା ମୁଖ୍ୟ ଖବର (୨୦ ମେ ୨୦୨୧)

ଦେଶ/ବିଦେଶ ଖବର

– ସ୍ମାର୍ଟଫୋନରେ ଖୋଲିବ କାର୍‌, ଦୂରରେ ଥାଇ ଅନ୍ୟକୁ ଶେୟାର କରିପାରିବେ ଚାବି; ଗୁଗଲ ଆଣୁଛି ଆଣ୍ଡ୍ରଏଡ୍‌ ୧୨

– ବ୍ଲାକ୍‌ ଫଙ୍ଗସ: କିପରି ଚିହ୍ନିବା, କ’ଣ ପଦକ୍ଷେପ ନେବା ଜରୁରୀ ? ନିର୍ଦେଶାବଳୀ ଜାରି କଲା ଏମ୍‌ସ

- Advertisement -

– ପ୍ରେମର ତାଲା ଭାଙ୍ଗିବାକୁ ୧୦,୦୦୦ କିଲୋମିଟର ଯାତ୍ରାକଲେ ମହିଳା

– ଦେଶରେ ଗତ ୨୪ ଘଣ୍ଟାରେ ୨ ଲକ୍ଷ ୭୬ ହଜାର ୭୦ ନୂଆ କରୋନା ସଂକ୍ରମିତ ଚିହ୍ନଟ, ୩୮୭୪ ମୃତ

– ମାସ୍କ ପିନ୍ଧିବା ‘ନିବୋର୍ଧ ନିୟମ’ ବୋଲି କହିଲେ ଡାକ୍ତର, ମାମଲା ରୁଜୁ କଲା ପୁଲିସ

– ଜୁଲାଇରେ ଶେଷ ହେବ କୋଭିଡ ଦ୍ୱିତୀୟ ପର୍ୟ୍ୟାୟ ସଂକ୍ରମଣ ପ୍ରଭାବ; ଛଅମାସ ପରେ ଆସିବ ତୃତୀୟ ଲହର

-ବାତ୍ୟା ତାଉ-ତେ ପ୍ରଭାବ: ଦିଲ୍ଲୀରେ ସର୍ବାଧିକ ତାପପାତ୍ରା ଖସିଲା, ମେ ମାସରେ ୧୯୫୧ ପରେ ସର୍ବନିମ୍ନ

– କୋଭିଡ ପାଇଁ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଘରୋଇକରଣ ବାଧାପ୍ରାପ୍ତ

– ତୈଳ ବିଶୋଧନ ୮୪%କୁ ହ୍ରାସକଲା ଇଣ୍ଡିଆନ ଅଏଲ

– ନୂଆଦିଲ୍ଲୀ: ବଙ୍ଗୋପସାଗରେ ସୃଷ୍ଟି ହେବାକୁ ଯାଉଥିବା ବାତ୍ୟାର ନାମ ‘ୟାସ୍‌’ ରହିବ। ଓମାନ୍‌ ପକ୍ଷରୁ ଏହି ବାତ୍ୟାର ନାମ କରଣ କରାଯାଇଛି। ୟାସ୍ ଅର୍ଥ ହେଉଛି ‘ନିରାଶ।’

– ସରକାରଙ୍କୁ ସମାଲୋଚନା ଚିନ୍ତା, ନୂଆ ଆନ୍ତର୍ଜାତିକ ଟିଭି ଚାନେଲ ଖୋଲିବ ପ୍ରସାର ଭାରତୀ

– ଜୁନରେ ଏସିଆ କପ୍‍ ଖେଳିବା ସମ୍ଭବ ନୁହେଁ: ଶ୍ରୀଲଙ୍କା କ୍ରିକେଟ ମୁଖ୍ୟ

– ଭାରତରେ ବିଶ୍ୱକପ୍‍ ଓ ଇଂଲଣ୍ଡରେ ଆଇପିଏଲ୍‍ ପାଇଁ ବିସିସିଆଇର ଯୋଜନା

– ନିଜ ସରକାରୀ ବାସଭବନକୁ କୋଭିଡ ଯତ୍ନ କେନ୍ଦ୍ରରେ ପରିଣତ କଲେ ତେଜସ୍ୱୀ ଯାଦବ

– ତାମିଲନାଡୁ ମନ୍ଦିରରେ କରୋନା ଦେବୀଙ୍କ ମୂର୍ତ୍ତି; ଚାଲିଛି ପୂଜାର୍ଚ୍ଚନା

ରାଜ୍ୟ ଖବର

– ଅଜଣା ଗାଡି ଧକ୍କାରେ ମହିଳା ମୃତ; କରୋନା ସଂକ୍ରମଣ ଭୟରେ ଛୁଇଁଲେନି କେହି,  ନିଜହାତରେ ଶବ ଉଠାଇଲେ ୨ପୁଲିସ ଅଧିକାରୀ

– କୁଲଡ଼ିହା ଅଭୟାରଣ୍ୟରେ ହାତୀ ଶାବକର ମୃତ୍ୟୁ

– ଓଡ଼ିଶାରେ ଦିନକରେ ୧୧୪୯୮ ନୂଆ ସଂକ୍ରମିତ: ଖୋର୍ଦ୍ଧା ୧୪୯୭ ଓ କଟକରେ ୧୧୦୭ ଚିହ୍ନଟ

-ପୂର୍ବତନ ଜାତୀୟ ଫୁଟବଲର ଅସିତ୍ ପାତ୍ରଙ୍କ ଦେହାନ୍ତ

– ଇସ୍ପାତ୍‍ ଉତ୍ପାଦନ ସହ ଅମ୍ଳଜାନ ଆବଶ୍ୟକତା ପୂରଣ କରୁଛନ୍ତି ଇସ୍ପାତ୍‍ ପ୍ଲାଂଟ୍‍ – ଧର୍ମେନ୍ଦ୍ର ପ୍ରଧାନ

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories