www.samajalive.in
Monday, December 8, 2025
20.1 C
Bhubaneswar

ଭାଇ ଭଉଣୀ ସମ୍ପର୍କ ଦୃଢ କରିଥାଏ ପଶ୍ଚିମ ଓଡ଼ିଶାର ପର୍ବ ଭାଇ ଜିଉନ୍ତିଆ

ରେଙ୍ଗାଲିକ୍ୟାମ୍ପ: ପଶ୍ଚିମ ଓଡ଼ିଶାର ପର୍ବ ଗୁଡିକରେ ଆଜି ବି ରହିଛି ଭାରତୀୟ ପରମ୍ପରା, ଐକ୍ୟ ମନୋଭାବ, ପୁରାତନ ଶୈଳୀ ସହ ଶୁଦ୍ଧ ସରଳ ପୂଜା ପଦ୍ଧତି। ଆଶ୍ୱିନ ମାସରେ ଶାରଦୀୟ ଦୁର୍ଗା ପୂଜା ଅଷ୍ଟମୀ ଦିନ ପାଳିତ ହୁଏ ଭାଇ ଜିଉନ୍ତିଆ ବ୍ରତ। ସହରଠୁ ଆରମ୍ଭ କରି ଗାଆଁ ପର୍ଯ୍ୟନ୍ତ ସବୁଠାରେ ମାଁ ଦୁର୍ଗାଙ୍କ ପୂଜା କରାଯାଏ। ଛୋଟରୁ ବଡ଼ ପ୍ରତି ମେଢ଼ ମାନଙ୍କରେ ଥିବା ମାଆଙ୍କର ମୂର୍ତ୍ତି ଆଉ ରଙ୍ଗୀନ ଆଲୋକମାଳାରେ ଆଖି ଝଲସି ଉଠେ। ପବିତ୍ର ନବରାତ୍ରର ଅଷ୍ଟମୀ ତିଥିରେ ଚାରିଆଡେ ଉତ୍ସବ ମୁଖରିତ ହୋଇଉଠେ କାରଣ ଏହି ଦିନ ପଡେ ଭାଇ ଜିଉନ୍ତିଆ, ଭାଇ ଭଉଣୀର ସମ୍ପର୍କକୁ ପବିତ୍ର ଓ ଉଦ୍ଜୀବିତ କରି ରଖୁଥିବା ପର୍ବ। ଏହି ପର୍ବରେ ଭାଇର ମଙ୍ଗଳ ଆଉ ଦୀର୍ଘାୟୁ ପାଇଁ ଭଉଣୀ ଓଷା ବା ବ୍ରତ ଅlଚରିଥାଏ। ଭଉଣୀ ବାହା ହୋଇ ଶାଶୁ ଘରକୁ ଚାଲିଯାଇଥିଲେ ମଧ୍ୟ ଏହି ବ୍ରତ ପାଇଁ ସେ ନିଶ୍ଚିତ ରୂପେ ବାପା ଘରକୁ ଆସିଥାଏ।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories