www.samajalive.in
Tuesday, December 9, 2025
15.1 C
Bhubaneswar

ବି ନେଗେଟିଭ ରକ୍ତ ଯୋଗାଡ କରି ରୋଗୀଙ୍କ ଜୀବନ ବଞ୍ଚାଇଲେ ସ୍ବେଚ୍ଛାସେବୀ

ବୁର୍ଲା: ଆଇସିୟୁରେ ଥିବା ଜଣେ ଗୁରୁତର ରୋଗୀ ପାଇଁ ବି ନେଗେଟିଭ ରକ୍ତର ଆବଶ୍ୟକତା ଥିଲା। ତାଙ୍କ ପରିବାରର ଲୋକେ ରକ୍ତ ନ ପାଇବାରୁ ସମ୍ବଲପୁର ପୋଲିସର ମୋ ସରକାରକୁ ଯୋଗାଯୋଗ କରିଥିଲେ। ଖବର ପାଇ ପୋଲିସର ରାମଦାସ ପଣ୍ଡା ଆଦିତ୍ୟ ହୋତାଙ୍କୁ କହି ରକ୍ତର ବ୍ୟବସ୍ତା କରିଥିଲେ। ଆଦିତ୍ୟ ଜଣେ ନିୟମିତ ସ୍ଵେଚ୍ଛାକୃତ ରକ୍ତଦାତା ଅଟନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories